Table of Contents
Your Astrology Guru Lyrics
ଏମିତି ଏକ ସମୟ ଆସେ
Emiti Eka Samaya Ase Your Astrology Guru Lyrics In Odia Language
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଆପେ ଆପେ ତୁମ ପାଦେ
ଆପେ ଆପେ ତୁମ ପାଦେ ମଥା ନଇଁ ଯାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
କେବେ ସୁଖରେ ହେଉ
କେବେ ଦୁଃଖରେ ହେଉ
ସମୟ ସାବ୍ୟସ୍ତ କରେ ଆପଣା ଦାଉ
କେବେ ସୁଖରେ ହେଉ
କେବେ ଦୁଃଖରେ ହେଉ
ସମୟ ସାବ୍ୟସ୍ତ କରେ ଆପଣା ଦାଉ
ନିରୁପାୟ ଏ ମଣିଷ ସମୟର କ୍ରୀତଦାସ
ନିରୁପାୟ ଏ ମଣିଷ ସମୟର କ୍ରୀତଦାସ
ସମୟ ଯେ ସୁଦର୍ଶନ
ସମୟ ଯେ ସୁଦର୍ଶନ
ତୁମରି ହାତେ ଗୋପନେ କେତେ ଘୁରାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ତୁମେ ସମୟ ହୋଇ ଦମ୍ବ ଭାଙ୍ଗିବା ପାଇଁ
ଦାମ୍ବିକ ପାଶକୁ ଆସ ଅଦୃଶ୍ୟ ହୋଇ
ତୁମେ ସମୟ ହୋଇ ଦମ୍ବ ଭାଙ୍ଗିବା ପାଇଁ
ଦାମ୍ବିକ ପାଶକୁ ଆସ ଅଦୃଶ୍ୟ ହୋଇ
ଭାଙ୍ଗି ହୋଇ ଯେ ପଡିଛି
ଭାଙ୍ଗିବାର ନାହିଁ କିଛି
ଭାଙ୍ଗି ହୋଇ ଯେ ପଡିଛି
ଭାଙ୍ଗିବାର ନାହିଁ କିଛି
ସିଏ ହାଏ ଅସହାଏ
ସିଏ ହାଏ ଅସହାଏ
ନୁଆଇଁ ମଥା ନିଜର ସତ୍ତା ଭୁଲାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଆପେ ଆପେ ତୁମ ପାଦେ
ଆପେ ଆପେ ତୁମ ପାଦେ ମଥା ନଇଁ ଯାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ସମୟ ଆସେ ସମୟ ଆସେ
Emiti Eka Samaya Ase Your Astrology Guru Lyrics In English Font
Amiti Aka Samaya Ase
Amiti Aka Samaya Ase
Amiti Aka Samaya Ase
Amiti Aka Samaya Ase
Ape Ape Tuma Pade
Ape Ape Tuma Pade Matha Nai Jaa
Amiti Aka Samaya Ase
Amiti Aka Samaya Ase
Kebe Sukhare Heu
Kebe Dukhare Heu
Samaya Sabyasta Kare Apana Dau
Kebe Sukhare Heu
Kebe Dukhare Heu
Samaya Sabyasta Kare Apana Dau
Nirupaya A Manisa Samayara Kritadasa
Nirupaya A Manisa Samayara Kritadasa
Samaya Je Sudasana
Samaya Je Sudasana
Tumari Hate Gopane Kete Ghuraa
Amiti Aka Samaya Ase
Amiti Aka Samaya Ase
Tume Samaya Hoi Damba Bhangiba Pai
Dambika Pasaku Asa Adrusya Hoi
Tume Samaya Hoi Damba Bhangiba Pai
Dambika Pasaku Asa Adrusya Hoi
Bhangi Hoi Je Padichhi
Bhangibara Nahi Kichhi
Bhangi Hoi Je Padichhi
Bhangibara Nahi Kichhi
Sia Haa Asahaya
Sia Haa Asahaya
Nuai Matha Nijara Sata Bhulaa
Amiti Aka Samaya Ase
Amiti Aka Samaya Ase
Ape Ape Tuma Pade
Ape Ape Tuma Pade Matha Nai Jaa
Amiti Aka Samaya Ase
Amiti Aka Samaya Ase
Samaya Ase Samaya Ase
Thank You