Your Astrology Guru Lyrics
ଏମିତି ପୁଣ୍ୟ ମୋ କାହିଁ ବଡ ଦେଉଳ ଯିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
Emiti Punya Mo Kahin Bada Deula Jibi Your Astrology Guru Lyrics In Odia Language
ଏମିତି ପୁଣ୍ୟ ମୋ କାହିଁ ବଡ ଦେଉଳ ଯିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ପ୍ରଭୁ ନାମ ଜପିବି
ଏମିତି ପୁଣ୍ୟ ମୋ କାହିଁ ବଡ ଦେଉଳ ଯିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ପ୍ରଭୁ ନାମ ଜପିବି
ଏମିତି ପୁଣ୍ୟ ମୋ କାହିଁ ବଡ ଦେଉଳ ଯିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ସେ ଚକାଆଖି କି ଦେଖିନି ଏଇ ପାପ ଆଖିରେ
ହାତ ଯୋଡି ଲୁହ ଢ଼ାଳିନି କେବେ ତା ଆଗରେ
ଏମିତି ଭାଗ୍ୟ ମୋ କାହିଁ ଭୁଜା ତଳେ ରହିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ପ୍ରଭୁ ନାମ ଜପିବି
ଏମିତି ପୁଣ୍ୟ ମୋ କାହିଁ
ଛନ୍ଦା ପାଦେ ବନ୍ଧା ମୋର ଦେଇଥାନ୍ତି ଜୀବନ
ମତେ ତ ରଖିଛି ବାନ୍ଧି ମିଛ ମାୟା ବନ୍ଧନ
ଛନ୍ଦା ପାଦେ ବନ୍ଧା ମୋର ଦେଇଥାନ୍ତି ଜୀବନ
ମତେ ତ ରଖିଛି ବାନ୍ଧି ମିଛ ମାୟା ବନ୍ଧନ
ଶ୍ରୀକ୍ଷେତ୍ର-ଧନ କଳା-ବଦନ ହୃଦ-ଚନ୍ଦନ
ସତେ ଦେବ ଶରଣ
ଏମିତି ଭୁଜା ମୋ କାହିଁ ତା ନିର୍ମାଲ୍ୟ ପାଇବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ପ୍ରଭୁ ନାମ ଜପିବି
ଏମିତି ପୁଣ୍ୟ ମୋ କାହିଁ
ରଙ୍ଗା ପାଦେ ଡ଼ଙ୍ଗା ମୋର ଯଦି ଥରେ ଲାଗିବ
ଭବ ସାଗର ର ଭୟ ସବୁ ମୋର ତୁଟିବ
ରଙ୍ଗା ପାଦେ ଡ଼ଙ୍ଗା ମୋର ଯଦି ଥରେ ଲାଗିବ
ଭବ ସାଗର ର ଭୟ ସବୁ ମୋର ତୁଟିବ
କଳା-ମାଣିକ ଭାବ-ରସିକ ସେଇ ଜଣଙ୍କ
ସତେ ଶୁଣିବ ଡାକ
ଏମିତି ବଳ ମୋ କାହିଁ ତାକୁ ଛାଡି ବଞ୍ଚିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ସେ ଚକାଆଖି କି ଦେଖିନି ଏଇ ପାପ ଆଖିରେ
ହାତ ଯୋଡି ଲୁହ ଢ଼ାଳିନି କେବେ ତା ଆଗରେ
ଏମିତି ଭାଗ୍ୟ ମୋ କାହିଁ ଭୁଜା ତଳେ ରହିବି
ଏମିତି ମନ ମୋ କାହିଁ ପ୍ରଭୁ ନାମ ଜପିବି
ପ୍ରଭୁ ନାମ ଜପିବି
ଏମିତି ପୁଣ୍ୟ ମୋ କାହିଁ
Emiti Punya Mo Kahin Bada Deula Jibi Your Astrology Guru Lyrics In Odia Language
Thank You