ହିନ୍ଦୁ ଧର୍ମ ରେ ଦେବଦେବତା ଙ୍କ ର ପୂଜା କରିବାକୁ ବହୁତ ମହତ ଦିଆଯାଏ । ପ୍ରତ୍ୟେକ ବ୍ୟକ୍ତି ଦିନ ରେ ଥର ଟିଏ ପୂଜା କରିବା ନିହାତି ଆବଶ୍ୟକ । ଭଗବାନ ଙ୍କ ପୂଜା କରିବା ଦ୍ଵାରା ତାଙ୍କ କୃପା ମିଳିଥାଏ । ଏବଂ ବ୍ୟକ୍ତି ର ଜୀବନ ରେ ସୁଖ ଓ ଶାନ୍ତି ଭରି ଯାଇଥାଏ ।
ପୂଜା କରିବା ଦ୍ଵାରା ଭଗବାନ ତାଙ୍କ ଦିବ୍ୟ ଶକ୍ତି ଦ୍ଵାରା କିଛି ଗୁରୁତ୍ବପୂର୍ଣ ସଂକେତ ଦେଇଥାନ୍ତି । ସେହି ସମୟ ରେ ଏକ ପ୍ରକାର ର ଅଦ୍ଭୁତ ଶକ୍ତି ଆମ ଚାରି ପାଖରେ ବୁଲୁଥାଏ । ଏହା ବିଜ୍ଞାନ ରେ ମଧ୍ୟ ପ୍ରମାଣ କର ଯାଇଛି । ହୃଦୟ ରୁ ଶ୍ରଦ୍ଧା ର ସହ ପୂଜା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
ପୂଜା କରିବା ସମୟ ରେ ଏହି ସବୁ ସଂକେତ ମିଳିଥାଏ :
1) ପୂଜା କରିବା ସମୟ ରେ ଜଳୁଥିବା ଦୀପ ର ଶିଖା ଅଧିକ ପ୍ରଜ୍ଵଳିତ ହେବ କିମ୍ବା ଉପରକୁ ଉଠିଯିବା ର ଅର୍ଥ ଭଗବାନ ଆପଣ ଙ୍କର ପ୍ରାଥର୍ନା ଶୁଣୁଛନ୍ତି ।
2) ପୂଜା କରିବା ସମୟ ରେ ଯଦି କେହି ଏମିତି ବ୍ୟକ୍ତି ଆସିଥାନ୍ତି ଯିଏ ଆପଣ ଙ୍କ ପାଇଁ କୌଣସି ଉପହାର ଆଣିଥାନ୍ତି । ତେବେ ବୁଝିବା ଦରକାର ଏହା ଭଗବାନ ଙ୍କର କୃପା ଅଟେ ।
3) ଭଗବାନ ଙ୍କ ମୂର୍ତି ରେ ଚଢାଉଥିବା ଫୁଲ ତଳ କୁ ଖସି ପଡିଲେ ତାହାର ଅର୍ଥ ଭଗବାନ ସେ ବ୍ୟକ୍ତି ର ମନସ୍କାମନା ପୁରା କରିବାକୁ ଯାଉଛନ୍ତି ।
4) ଘରେ ଆଳତି ସମୟରେ ଯଦି ଘଣ୍ଟି ର ଶବ୍ଦ ଶୁଣିବାକୁ ମିଳିଥାଏ ତେବେ ଏହାକୁ ଭଗବାନ ଙ୍କ ସତ୍ୟତା ମାନା ଯାଇଥାଏ । ସେହି ସମୟ ରେ ଯଦି କେହି ବନ୍ଧୁ, ବ୍ରାହ୍ମଣ ଓ ଭିକାରି ଆସନ୍ତି ସେମାନ ଙ୍କୁ ଖାଲି ହାତ ରେ ଯିବାକୁ ଦିଅନ୍ତୁ ନାହିଂ ।
ତେବେ ଯଦି ଆପଣଙ୍କୁ ଏହି ସବୁ ସନେକ୍ତ ମିଳେ ଜାଣିବେ ଯେ ଭଗବାନ ଆପଣଙ୍କ ପକାହରେ ଅଛନ୍ତି ଓ ସର୍ବଦା ଆପଣଙ୍କ ସାହାଯ୍ୟ କରୁଛନ୍ତି । ସବୁଦିନ ଭକ୍ତିପୂର୍ଣ୍ଣ ଭାବରେ ଭଗବାନଙ୍କର ପୂଜାର୍ଚ୍ଚନା କଲେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭାରି ଯିବ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।