Table of Contents
Your Astrology Guru Lyrics
ତାରିଣୀ ନଡ଼ିଆ ରାଣୀ
Ghatagaon Thakurani Your Astrology Guru Lyrics In Odia Language
ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ମାନସିକ କରି ନଡ଼ିଆ ବାନ୍ଧିଲେ
ମାନସିକ କରି ନଡ଼ିଆ ବାନ୍ଧିଲେ
ପୁରଣ କରେ ସେ ସବୁ ମାଗୁଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ଘଟଗାଁ ଠାକୁରାଣୀ
ମା ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ହୀରା ନୀଳା ମୋତି
ମାଣିକରେ ତାର ସରଧା ନାହିଁ
ଭକତ ପଠାଏ ଗୋଟା
ନଡ଼ିଆରେ ସିନ୍ଦୁର ଦେଇ
ଯିଏ ଦଉ ନଡ଼ିଆ ଟେକି
ବାଟେ ଯାଏ ଗାଡି ଅଟକି
ଯିଏ ଦଉ ନଡ଼ିଆ ଟେକି
ବାଟେ ଯାଏ ଗାଡି ଅଟକି
ତାରିଣୀ ନଡ଼ିଆ ଜାଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ଘଟଗାଁ ଠାକୁରାଣୀ
ମା ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ଜଗତ କଲ୍ୟାଣୀ ଘଟଗାଁ
ତାରିଣୀ ସର୍ବ ମଙ୍ଗଳା
ଭକତ ପାଇଁ ସେ ଲଗାଇ
ଦେଇଚି ଅପୂର୍ବ ଲୀଳା
ଭକତର ଦୁଃଖ ମେଣ୍ଟୁଚି
ନଡ଼ିଆର ସୁଅ ଛୁଟୁଚି
ଭକତର ଦୁଃଖ ମେଣ୍ଟୁଚି
ନଡ଼ିଆର ସୁଅ ଛୁଟୁଚି
ତାରିଣୀ ମହିମା ଜାଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ଘଟଗାଁ ଠାକୁରାଣୀ ମା
ଘଟଗାଁ ଠାକୁରାଣୀ
ତାରିଣୀ ନଡ଼ିଆ ରାଣୀ
ମାନସିକ କରି ନଡ଼ିଆ ବାନ୍ଧିଲେ
ମାନସିକ କରି ନଡ଼ିଆ ବାନ୍ଧିଲେ
ପୁରଣ କରେ ସେ ସବୁ ମାଗୁଣି
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
ତାରିଣୀ ନଡ଼ିଆ ରାଣୀ
Ghatagaon Thakurani Your Astrology Guru Lyrics In Odia Font
Thank You