Your Astrology Guru Lyrics
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
Gora gora gale tora Your Astrology Guru Lyrics in odia language
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ତତେ ଦେଖି ଜହ୍ନ ସତେ ଯାଏ ଲାଜେଇ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଛଳ ଛଳ ଚଞ୍ଚଳ ତ ହରିଣୀ ଆଖି
ଇସାରା ସେ ଦିଏ ହେଲେ ରଖେନା ସାକ୍ଷୀ
ଓଠରୁ ତ ଝରେ ଯେବେ ପ୍ରୀତି ଆଳାପ
ଅଦିନରେ ଫୁଟିଯାଏ ଲକ୍ଷେ ଗୋଲାପ
ଛନ ଛନ ମନ ତୋର ଛୋଟ ଏକ ନଈ
ଛନ ଛନ ମନ ତୋର ଛୋଟ ଏକ ନଈ
ସେ ନଈରେ ମନ ନାଁ ଦେଲି ଭସେଇ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ସୁରୁଜ ଉଇଁଲେ ସିନା ସକାଳ ହୁଏ
ଝରକା ତ ଖୋଲିଦେଲେ ରାତି ମୋ ପାହେ
ଖୋଲିଦେଲେ କବରିକୁ ଶ୍ରାବଣ ଆସେ
ଅଳତା ପିନ୍ଧିଲେ ପାଦେ ଫଗୁଣ ହସେ
ଘରକୁ ଆସିବୁ ମୋର କେବେ ବଧୂ ହୋଇ
ହାଁ ଘରକୁ ଆସିବୁ ମୋର କେବେ ବଧୂ ହୋଇ
ନାଲି ଓଢ଼ଣାରେ ଟୋପେ ସିନ୍ଦୁର ନାଇ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ତତେ ଦେଖି ଜହ୍ନ ସତେ ଯାଏ ଲାଜେଇ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ହଁ ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ତତେ ଦେଖି ଜହ୍ନ ସତେ ଯାଏ ଲାଜେଇ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
ହଁ ଗୋରା ଗୋରା ଗାଲେ ତୋର ଛୋଟ କଳାଜାଈ
Gora gora gale tora chhota kala jai Your Astrology Guru Lyrics in odia language
Thank You