Your Astrology Guru Lyrics
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
Gora gora pade tora Your Astrology Guru Lyrics in odia language
ଗୋରା ଗୋରା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଚୋରି ଚୋରି ଚାହିଁ ଯାଉ କହି କହି
ଚୋରି ଚୋରି ଚାହିଁ ଯାଉ କହି କହି
ତୁ ମୋର ଦୀପ ଆଉ ମୁ ସଳିତା
ଗୋରା ଗୋରା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଆରେ ହାତର ମେହେନ୍ଦି ତୋର କହୁଚି କଥା
ତୁ କେତେ ଭଲ ପାଉ ମୁ ଜାଣିଚି
କହୁ ନାହୁଁ ମୁହଁ ଖୋଲି କାରଣ ଅଛି
ମୁ ତତେ ଏତେ କରି ଭଲ ପାଉଚି
କହି ପାରୁନାହିଁ ସବୁ ଅଧା ରହୁଚି
ହୋ ତୁ କେତେ ଭଲ ପାଉ ମୁ ଜାଣିଚି
କହୁ ନାହୁଁ ମୁହଁ ଖୋଲି କାରଣ ଅଛି
ମୁ ତତେ ଏତେ କରି ଭଲ ପାଉଚି
କହି ପାରୁନାହିଁ ସବୁ ଅଧା ରହୁଚି
ଓଢଣୀ ପକେଇ ଯାଉ କହି କହି
ଓଢଣୀ ପକେଇ ଯାଉ କହି କହି
ମୁ ତୋର କବି ଆଉ ତୁ କବିତା
ଗୋରା ଗୋରା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଆରେ ହାତର ମେହେନ୍ଦି ତୋର କହୁଚି କଥା
ସବୁ ରାତି ଆଜି କାଲି ଚେଇଁ ରହୁଚି
ମନ ମୋର ସାରା ଦିନ ତତେ ଖୋଜୁଚି
ଫୁଲ ଝରା ସବାରୀରେ ଆସିବୁ କେବେ
କଉଡ଼ି ଖେଳିବୁ କହ ମୋ ସାଥେ କେବେ
ହେ..ସବୁ ରାତି ଆଜି କାଲି ଚେଇଁ ରହୁଚି
ମନ ମୋର ସାରା ଦିନ ତତେ ଖୋଜୁଚି
ଫୁଲ ଝରା ସବାରୀରେ ଆସିବୁ କେବେ
କଉଡ଼ି ଖେଳିବୁ କହ ମୋ ସାଥେ କେବେ
ତତେ ଦେଲେ ଚାହିଁ ଭାବୁଥାଏ ମୁହିଁ
ତତେ ଦେଲେ ଚାହିଁ ଭାବୁଥାଏ ମୁହିଁ
ଝିଅଟେ ତୁ ମଧୁମତି ଲାଜେଇ ଲତା
ଗୋରା ଗୋରା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଗୋରା ଗୋରା ପାଦେ ତୋର ନାଲି ଅଳତା
ହାତର ମେହେନ୍ଦି ତୋର କହୁଚି କଥା
ଚୋରି ଚୋରି ଚାହିଁ ଯାଉ କହି କହି
ଚୋରି ଚୋରି ଚାହିଁ ଯାଉ କହି କହି
ତୁ ମୋର ଦୀପ ଆଉ ମୁଁ ସଳିତା
ଗୋରା ଗୋରା
Gora gora pade tora nali alata Your Astrology Guru Lyrics in odia language
Thank You