Table of Contents
Your Astrology Guru Lyrics
ଆଲୋ ହଳଦୀ ମୁହିଁ
Haladi Basanta Chadhei Tu Your Astrology Guru Lyrics In Odia Language
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
ହାଏ ଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ହାଏ ଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ଲାଜକୁଳି ଝିଅଟେ ତୁହି
ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
ଫୁଲ ଝୁରୁଚି ତତେ ଜହ୍ନ ଝୁରୁଚି ତତେ
ନଦୀ ବି ଝୁରି ମରେ ତୋ ପାଇଁ
ପବନ କହେ କାନେ ଆସିବୁ ତୁ ଦିନେ
ତୋ ଗାଁ ପାରି ହୋଇ ମୋ ପାଇଁ
ଫୁଲ ଝୁରୁଚି ତତେ ଜହ୍ନ ଝୁରୁଚି ତତେ
ନଦୀ ବି ଝୁରି ମରେ ତୋ ପାଇଁ
ପବନ କହେ କାନେ ଆସିବୁ ତୁ ଦିନେ
ତୋ ଗାଁ ପାରି ହୋଇ ମୋ ପାଇଁ
ସଜ ତୋ ସୁନେଲି ସନ୍ଧ୍ୟା
ଲାଜ ତୋ ରଜନୀଗନ୍ଧା
ସଜ ତୋ ସୁନେଲି ସନ୍ଧ୍ୟା
ଲାଜ ତୋ ରଜନୀଗନ୍ଧା
ଦିନ ରାତି ଝୁରେ ତୋ ପାଇଁ
ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
ଆଖି ଖୋଜୁଚି ତତେ ଓଠ ଖୋଜୁଚି ତତେ
ମନ ଖୋଜୁଚି ନିତି ରାତିରେ
ଆସେ ପହିଲି ରଜ ହବୁ ତୁ କେବେ ସଜ
ବସିବୁ ବେଦିରେ ମୋ ସାଥିରେ
ଆଖି ଖୋଜୁଚି ତତେ ଓଠ ଖୋଜୁଚି ତତେ
ମନ ଖୋଜୁଚି ନିତି ରାତିରେ
ଆସେ ପହିଲି ରଜ ହବୁ ତୁ କେବେ ସଜ
ବସିବୁ ବେଦିରେ ମୋ ସାଥିରେ
ମଥାରେ ଦେଇ ଓଢଣୀ
ସାଜିବୁ କେବେ ଘରଣୀ
ମଥାରେ ଦେଇ ଓଢଣୀ
ସାଜିବୁ କେବେ ଘରଣୀ
ବସିଚି ମୁଁ ତୋ ବାଟ ଚାହିଁ
ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
ହାଏ ଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ହାଏ ଲୋ ହାଏ ସୁନ୍ଦରୀ
ହସିଲେ ବାଜେ ମହୁରୀ
ଲାଜକୁଳି ଝିଅଟେ ତୁହି
ହଳଦୀ ବସନ୍ତ ଚଢେଇ ତୁ
ଆଲୋ ହଳଦୀ ମୁହିଁ
ସୋରିଷ ଫୁଲିଆ ଛିଟ ଶାଢ଼ୀଲୋ
ତତେ ଭାରି ମାନଇ
Haladi Basanta Chadhei Tu Your Astrology Guru Lyrics In Odia Font
Thank You