Your Astrology Guru Lyrics
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
Jagatara Natha Ahe Jagannatha Your Astrology Guru Lyrics In Odia Font
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ନାଚୁ ତୁମ ରୂପ ନୟନେ ମୋ ନିତି
ତୁମ ନାମ ଜପି ଦିନ ଯାଉ ବିତି
ନାଚୁ ତୁମ ରୂପ ନୟନେ ମୋ ନିତି
ତୁମ ନାମ ଜପି ଦିନ ଯାଉ ବିତି
ତୁମ ଚଉବାହା ଭକତର ସାହା
ନିଅ ମୋ ପରାଣ ମୋହି
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ
ଯାହା ମୁଁ ଦେଖୁଛି ସବୁ ତ ତୁମର
କି ଦେଇ ପୂଜିବି କିଛି ନୁହେଁ ମୋର
ଯାହା ମୁଁ ଦେଖୁଛି ସବୁ ତ ତୁମର
କି ଦେଇ ପୂଜିବି କିଛି ନୁହେଁ ମୋର
ଏ ଜଗତ ସାରା ତୁମ ଖେଳ ପରା
ତୁମେ ହିଁ ଜଗତ ସାଇଁ
ଜଗତର ନାଥ ଆହେ ଜଗନ୍ନାଥ
ଭକତ ଧନ ଭାବଗ୍ରାହୀ
ହଜିଯାଏ ମୁଁ ଯେ ମଜିଯାଏ ମୁଁ ଯେ
ଶ୍ରୀମୁଖ ମାଧୁରୀକି ଚାହିଁ
Jagatara Natha Ahe Jagannatha Your Astrology Guru Lyrics In Odia Font
Thank You