Table of Contents
Your Astrology Guru Lyrics
Kahnare Kahna Lagana Tu Your Astrology Guru Lyrics In Odia Language
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
ତୋ ରଙ୍ଗ ଲାଗିଲେ କାହିଁକି କେଜାଣି
ତୋ ରଙ୍ଗ ଲାଗିଲେ କାହିଁକି କେଜାଣି
ରାଧା ରହି ପାରେନା
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା…..
ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା
ଜିଦି ଜଦି କରୁଚୁ ତୁ ସବୁ ରଙ୍ଗ ଲଗା
ହେଲେ ତୋର କଳା ରଙ୍ଗ ଟିକେବି ନଲଗା
ସେଇ କଳା ରଙ୍ଗରେ ତୋ ଅଛି ଖାଲି ନିନ୍ଦା
ବଦନାମ ହେଇଯିବ ତୁଛାଟାରେ ରାଧା
ତୁଛାଟାରେ ରାଧା
ସବୁ ରଙ୍ଗ ଲାଗି ଛାଡିଯାଏ ସିନା
ସବୁ ରଙ୍ଗ ଲାଗି ଛାଡିଯାଏ ସିନା
ରଙ୍ଗ ତୋର ଛାଡେନା
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା…..
ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା
ଦୁନିଆଟା ଜାଣେ ସିନା ତୁ ବଡ ରଙ୍ଗିଲା
ଷୋଳ କଳା ନନ୍ଦ ବଳା ତୁ ବଡ ଚଗଲା
ତତେ ଆଉ ତୋ ରଙ୍ଗକୁ ନାହିଁରେ ଭରସା
ବାଟ ଜଗି ହାଟରେ ତୁ କରୁ ଲୋକ ହସା
କରୁ ଲୋକ ହସା
ଲଗେଇଲେ ଲଗା ଦେହ ସାରା ରଙ୍ଗ
ଲଗେଇଲେ ଲଗା ଦେହ ସାରା ରଙ୍ଗ
ମନରେ ତୁ ଲଗାନା
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
କାହ୍ନାରେ କାହ୍ନା ଲଗାନା ତୁ ରଙ୍ଗ ଲଗାନା
ରେ କାହ୍ନା…..
ଲଗାନା ତୁ ରଙ୍ଗ ଲଗାନା
ଲଗାନା ତୁ ରଙ୍ଗ ଲଗାନା
Kahnare Kahna Lagana Tu Your Astrology Guru Lyrics In Odia Font
Thank You