Table of Contents
Your Astrology Guru Lyrics
Kandhei Lo Paunsa Talu Tate Bhala Pauchi Your Astrology Guru Lyrics In Odia Language
ଏ କଣ୍ଢେଇ ଏ କଣ୍ଢେଇ ଏ କଣ୍ଢେଇ
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ତୁ ଯେଉଁଠି ଥିଲେ ଥା
ଥରେ ଡାକିଲେ ମତେ ଆ
ତୁ ଯେଉଁଠି ଥିଲେ ଥା
ଥରେ ଡାକିଲେ ମତେ ଆ
ମଶାଣିରୁ ଉଠିବି କଥା ଦଉଚି
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ଆଜି ବି ରାତିରେ ମଶାଣି ଛାତିରେ
ପଢେ ତୋ ପୁରୁଣା ଚିଠି
ତୋ ଚିଠି ଅକ୍ଷର ଏଡିକି ସୁନ୍ଦର
ବାଧେ ନା ଜୁଇ ର ତାତି
ତୁ ମନେ ପକେଇ ମତେ
ଜଦି ଲୁହ ଝରାଉ ଟୋପେ
ତୁ ମନେ ପକେଇ ମତେ
ଜଦି ଝରାଉ ଲୁହ ଟୋପେ
ମଶାଣିରୁ ଉଠିବି କଥା ଦଉଚି
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ଆଜି ବି ଦିଶୁଚି ନାଲି ଟୁକୁ ଟୁକୁ
ଅଳତା ବୋଳା ତୋ ପାଦ
କେମିତି ଶୋଇଚୁ ଅଚିନ୍ତା ନିଦରେ
ହଜେଇ ମୋ ଆଖି ନିଦ
ଆଜି କହୁଚି ତତେ ସତ
ଜଦି ଡାକିବୁ ଥରେ ମିତ
ଆଜି କହୁଚି ତତେ ସତ
ଜଦି ଡାକିବୁ ଥରେ ମିତ
ମଶାଣିରୁ ଉଠିବି କଥା ଦଉଚି
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ପାଉଁଶ ତଳୁ ତତେ ମୁ ଭଲ ପାଉଚି
ମୁ ଭଲ ପାଉଚି ମୁ ଭଲ ପାଉଚି
କଣ୍ଢେଇ ଲୋ
Kandhei Lo Paunsa Talu Tate Mu Bhala Pauchi Your Astrology Guru Lyrics In Odia Language
Thank You