Your Astrology Guru Lyrics
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
kapalare tope sindura naile Your Astrology Guru Lyrics in odia language
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ
ଲୁହରେ ତରଳି ଯେବେ ଶିଳା ହୁଏ ପାଣି
ସେଇ ପାଣି ହୁଏ ଦେବି କୃପାମୟୀ ତାରିଣୀ
ସେଇ ପାଣି ହୁଏ ଦେବି କୃପାମୟୀ ତାରିଣୀ
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ
ଜନମ ଦିଏ ଜନନୀ ଆସରା ତ ପଣତ କାନି
ଜନମ ଦିଏ ଜନନୀ ଆସରା ତ ପଣତ କାନି
ସଠି ଘରୁ କୋଳ କରି ନିଏ ମା ତାରିଣୀ
ସ୍ନେହ ପରଶରେ ଯେବେ ଶିଳା ହୁଏ ମଣି
ସେଇ ମଣି ହୁଏ ଦେବି ମନ୍ଦାର ମାଳିନୀ
ସେଇ ମଣି ହୁଏ ଦେବି ମନ୍ଦାର ମାଳିନୀ
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ
kapalare tope sindura naile Your Astrology Guru Lyrics in odia language
Thank You