Table of Contents
Your Astrology Guru Lyrics
କପି କପି ତୁମେ ପବନ ନନ୍ଦନ
Kapi Kapi Tume Your Astrology Guru Lyrics In Odia Language
କପି କପି ତୁମେ ପବନ ନନ୍ଦନ
ପୁଅ
ହୋ କପି କପି ତୁମେ ପବନ ନନ୍ଦନ
ପୁଅ-ଓ-ଝିଅ
ହନୁ ହନୁ ତୁମେ ହୃଦୟ ଚନ୍ଦନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ
ଝିଅ
ଶ୍ରୀ ପଦେ କଠାଉ
ସ୍କନ୍ଧେ ଲାଲ ବସ୍ତ୍ର ମହା ବଳିଆନ
ପୁଅ
ଶ୍ରୀ ପଦେ କଠାଉ
ସ୍କନ୍ଧେ ଲାଲ ବସ୍ତ୍ର ମହା ବଳିଆନ
ଶିରରେ ରତ୍ନ ମୁକୁଟ
ଝିଅ
ଶିରରେ ରତ୍ନ ମୁକୁଟ
ପୁଅ-ଓ-ଝିଅ
ମହାଜ୍ଞାନୀ ସର୍ବବ୍ୟାପି
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ
ପୁଅ
ପଞ୍ଚ ମୁଖେ ପ୍ରତାପି ହେ
ପ୍ରଳୟ ପୟୋଧି ଜଳେ
ଝିଅ
ପଞ୍ଚ ମୁଖେ ପ୍ରତାପି ହେ
ପ୍ରଳୟ ପୟୋଧି ଜଳେ
ଅଶେଷ ଆୟୁଧ ହସ୍ତେ
ପୁଅ
ହୋ ଅଶେଷ ଆୟୁଧ ହସ୍ତେ
ପୁଅ-ଓ-ଝିଅ
ଶ୍ରୀରାମ ଶ୍ରୀହନୁ ଅଙ୍ଗ ନୁହଁଇ ଅଭିନ୍ନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ
ହନୁ ହନୁ ତୁମେ ହୃଦୟ ଚନ୍ଦନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ
Kapi Kapi Tume Your Astrology Guru Lyrics In English Font
Kapi Kapi Tume Pabana Nandana
Male
Kapi Kapi Tume Pabana Nandana
Male-Female
Hanu Hanu Tume Hrudaya Chandana
Kapi Kapi Tume Pabana Nandana
Kapi Kapi Tume Pabana Nandana
Female
Sri Pade Kathau
Sri Ange Kopina
Skandhe Lal Bastra Maha Balian
Male
Sri Pade Kathau
Sri Ange Kopina
Skandhe Lal Bastra Maha Balian
Sarire Ratna Mukuta
Teja Diptiman
Female
Sarire Ratna Mukuta
Teja Diptiman
Male-Female
Mahagyani Sarbabyapi
Malaya Samana
Kapi Kapi Tume Pabana Nandana
Kapi Kapi Tume Pabana Nandana
Male
Pancha Mukhe Pratapi He
Koti Sujyarupi
Pralaya Prayodhi Jale
Maha Rudra Kopi
Female
Pancha Mukhe Pratapi He
Koti Sujyarupi
Pralaya Prayodhi Jale
Maha Rudra Kopi
Asesa Ayudha Haste
Gada Sobhabana
Male
Ho Asesa Ayudha Haste
Gada Sobhabana
Male-Female
Srirama Srihanu Anga Nuhai Abhinha
Kapi Kapi Tume Pabana Nandana
Kapi Kapi Tume Pabana Nandana
Hanu Hanu Tume Hrudaya Chandana
Kapi Kapi Tume Pabana Nandana
Kapi Kapi Tume Pabana Nandana
Thank You