Your Astrology Guru Lyrics
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ
kene gheni jauchha Your Astrology Guru Lyrics in odia language
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ
ଆମ୍ଭେ ଦର୍ଶନ କରିବୁ କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ
ବିଜୟ କର ପ୍ରଭୁ ଚାପକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କୁଳବଧୁଙ୍କ ରଡି ପଣ୍ଡାଏ ଗଡା ଗଡି
କୁଳବଧୁଙ୍କ ରଡି ପଣ୍ଡାଏ ଗଡା ଗଡି
ବିଧାତା ବମ ହେଲା
ବିଧାତା ବମ ହେଲା ଆମ୍ଭଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ବଡ ମନ୍ଦିରୁ ବାହାରି ଶଗଡ଼ିରେ ବିଜେ କରି
ବଡ ମନ୍ଦିରୁ ବାହାରି ଶଗଡ଼ିରେ ବିଜେ କରି
ରେଣୁ ଯେ ଗଡୁଥିବ
ରେଣୁ ଯେ ଗଡୁଥିବ ଶ୍ରୀମୁଖକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ
ଧିକ ଧିକ ଆମ୍ଭ ଜୀବନକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ
ଆମ୍ଭେ ଦର୍ଶନ କରିବୁ କାହାକୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
kene gheni jauchha jagannatha nku Your Astrology Guru Lyrics in odia language
Thank You