Table of Contents
Your Astrology Guru Lyrics
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
Krushna Maya Kale Gopinka Pain Your Astrology Guru Lyrics In Odia Language
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
»»»»କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ««««
ଦୁଃଖିର ଜୀବନ ନାହିଁ ଦୁଃଖିର ମରଣ ନାହିଁ
ଦୁଃଖିର ଜୀବନ ନାହିଁ ଦୁଃଖିର ମରଣ ନାହିଁ
କାଳିଆରେ ତୋ ମାୟାର କାରଣ ଏହି
»»»»କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ««««
ଗୋପ ଦାଣ୍ଡେ କାନ୍ଦିବାରେ ଦୁଃଖଥିଲା ସୁଖଥିଲା
ବଡ଼ଦାଣ୍ଡେ କାନ୍ଦିବାରେ ଦୁଃଖ ଖାଲି ଦୁଃଖହେଲା
ଗୋପ ଦାଣ୍ଡେ କାନ୍ଦିବାରେ ଦୁଃଖଥିଲା ସୁଖଥିଲା
ବଡ଼ଦାଣ୍ଡେ କାନ୍ଦିବାରେ ଦୁଃଖ ଖାଲି ଦୁଃଖହେଲା
ମିଛେ ଦାରୁ ଦିଅଁ ବୋଲାଉ ତୁହି
ମନ ଗଲାଣି ତୋ ପଥର ହୋଇ
»»»»ମିଛେ ଦାରୁ ଦିଅଁ ବୋଲାଉ ତୁହି
ମନ ଗଲାଣି ତୋ ପଥର ହୋଇ««««
ପତିତ ପାବନ ବାନା ଫର ଫର ଉଡେ ସିନା
ପତିତ ପାବନ ବାନା ଫର ଫର ଉଡେ ସିନା
ପତିତ ଉଦ୍ଧାର ତୋର ମନରେ ନାହିଁ
»»»»କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ««««
ଗୋପପୁରେ କାଳିଆରେ ଏକ କଳା ଭଲ ଥିଲା
ଶିରିକ୍ଷେତ୍ରେ କାଳିଆରେ ସାରିଦେଲା ଷୋଳ କଳା
ଗୋପପୁରେ କାଳିଆରେ ଏକ କଳା ଭଲ ଥିଲା
ଶିରିକ୍ଷେତ୍ରେ କାଳିଆରେ ସାରିଦେଲା ଷୋଳ କଳା
କଳା ନ ଦେଇରେ କଳା ହରଣ
ଆଖି ଥାଇ ଏଠି ଅନ୍ଧ ଅର୍ଜୁନ
କଳା ନ ଦେଇରେ କଳା ହରଣ
ଆଖି ଥାଇ ଏଠି ଅନ୍ଧ ଅର୍ଜୁନ
ଯାହାକୁ ରେ ଚକା ଡୋଳା
ନ ଦେଲୁ ତୁ ବ୍ରହ୍ମ କଳା
ଯାହାକୁ ରେ ଚକା ଡୋଳା
ନ ଦେଲୁ ତୁ ବ୍ରହ୍ମ କଳା
କେହି ଏଠି ବିଶ୍ୱ ରୂପ ଦେଖିଲେ ନାହିଁ
»»»»କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ
କୃଷ୍ଣ ମାୟା କଲେ ଗୋପୀଙ୍କ ପାଇଁ
ତୁ ମାୟା କଲୁ ଦୁଃଖିଙ୍କ ପାଇଁ««««
Krushna Maya Kale Gopinka Pain Your Astrology Guru Lyrics In Odia Font
Krushna Maya Kale Gopinka Pain
Tu Maya Kalu Dukhinka Pain
Krushna Maya Kale Gopinka Pain
Tu Maya Kalu Dukhinka Pain
Dukhira Jibana Nahin Dukhira Marana Nahin
Dukhira Jibana Nahin Dukhira Marana Nahin
Kaliare To Mayara Karana Ehi
Krushna Maya Kale Gopinka Pain
Tu Maya Kalu Dukhinka Pain
Gopa Dande Kandibare Dukhathila Sukhathila
Badadande Kandibare Dukha Khali Dukhahela
Gopa Dande Kandibare Dukhathila Sukhathila
Badadande Kandibare Dukha Khali Dukhahela
Michhe Daru Dian Bolau Tuhi
Mana Galani To Pathara Hoi
Michhe Daru Dian Bolau Tuhi
Mana Galani To Pathara Hoi
Patita Pabana Bana Fara Fara Ude Sina
Patita Pabana Bana Fara Fara Ude Sina
Patita Udhara Tora Manare Nahin
Krushna Maya Kale Gopinka Pain
Tu Maya Kalu Dukhinka Pain
Krushna Maya Kale Gopinka Pain
Tu Maya Kalu Dukhinka Pain
Gopapure Kaliare Eka Kala Bhala Thila
Sirikhetre Kaliare Saridela Sola Kala
Gopapure Kaliare Eka Kala Bhala Thila
Sirikhetre Kaliare Saridela Sola Kala
Kala Na Deire Kala Harana
Akhi Thai Ethi Andha Arjuna
Kala Na Deire Kala Harana
Akhi Thai Ethi Andha Arjuna
Jahaku Re Chaka Dola
Na Delu Tu Bramha Kala
Jahaku Re Chaka Dola
Na Delu Tu Bramha Kala
Kehi Ethi Biswa Rupa Dekhile Nahi
Krushna Maya Kale Gopinka Pain
Tu Maya Kalu Dukhinka Pain
Krushna Maya Kale Gopinka Pain
Tu Maya Kalu Dukhinka Pain
Krushna Maya Kale Gopinka Pain
Tu Maya Kalu Dukhinka Pain
Thank You