Your Astrology Guru Lyrics
ମା ମଙ୍ଗଳା ଲୋ ମଙ୍ଗଳ କର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
Maa Mangala Lo Mangala Kara Your Astrology Guru Lyrics In Odia Language
ମା ମଙ୍ଗଳା ଲୋ ମଙ୍ଗଳ କର
ମା ମଙ୍ଗଳା ଲୋ ମଙ୍ଗଳ କର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ଆଜି ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ବିକଳରେ କାନ୍ଦୁଛନ୍ତି
ବିକଳରେ କାନ୍ଦୁଛନ୍ତି
କୋଟି କୋଟି ସନ୍ତାନ ତୋର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର ଆଜି
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ତୋ ସନ୍ତାନ କେତେ ଅଛନ୍ତି ଭୋକରେ
କେମିତି କହିବି କେତେ ଯେ ଦୁଃଖରେ
ଏକାଳ ବିପଦ କେବେ ମା ଟାଳିବୁ
ଜଗତ ଜନନୀ ଜଗତ ପାଳିବୁ
ଜଗତକୁ ହବୁ ସାହା
ଜଗତକୁ ହବୁ ସାହା
ଅଛି ଆଶା ଭରଷା ମୋର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର ମାଆ
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ଅଦିନ କୁହୁଡି ଆଜି ସବୁଆଡେ
ମାଆ ତୁ ରଖିଥା ପଣତ ଉହାଡେ
ତୋ ବିନା ଜୀବନେ ନାହିଁ ଆନଗତି
ଦେ ମାଆ ଫେରେଇ ସେଇ ସୁଖ ଶାନ୍ତି
ଦୁଃଖ ବେଳେ ତୋ ପାଖରେ
ଦୁଃଖ ବେଳେ ତୋ ପାଖରେ
ଏତିକି ମା ମାଗୁଣି ମୋର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର ଆଜି
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ମା ମଙ୍ଗଳା ଲୋ ମଙ୍ଗଳ କର
ମା ମଙ୍ଗଳା ଲୋ ମଙ୍ଗଳ କର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
ଏଇ ଘୋର ବିପଦରୁ କରିଦେ ଉଦ୍ଧାର ଆଜି
ଏଇ ଘୋର ବିପଦରୁ କରିଦେ ଉଦ୍ଧାର
Maa Mangala Lo Mangala Kara Your Astrology Guru Lyrics In Odia Language
Thank You