Your Astrology Guru Lyrics
ମହାବାହୁ ହେ….ମହାବାହୁ ହେ….
ବାହୁଡା଼ ସଵାରୀ ମୋର ସଜା ହଉ ହେ
mahabahu he Your Astrology Guru Lyrics in odia language
ମହାବାହୁ ହେ….ମହାବାହୁ ହେ….
ବାହୁଡା଼ ସଵାରୀ ମୋର ସଜା ହଉ ହେ
ମହାବାହୁ ହେ….ମହାବାହୁ ହେ….
ବାହୁଡା଼ ସଵାରୀ ମୋର ସଜା ହଉ ହେ
ଛାଡି ନିଜ ଘର ଯିବି ସ୍ୱର୍ଗ ଦ୍ୱାର
ଛାଡି ନିଜ ଘର ଯିବି ସ୍ୱର୍ଗ ଦ୍ୱାର
ଏତିକି କରୁଣା ହଉ ହେ….
ବାହୁଡା଼ ସଵାରୀ ମୋର ସଜା ହଉ ହେ
ବାହୁଡା଼ ସଵାରୀ ମୋର ସଜା ହଉ ହେ
ତୁମ ସିଂହଦ୍ୱାର ଦେଇ ଶବ ମୋର ଯିବ
ତୁମ ବଡ଼ଦାଣ୍ଡେ ତୁମ ରଥ ସାକ୍ଷୀ ଥିବ
ହୋ ତୁମ ସିଂହଦ୍ୱାର ଦେଇ ଶବ ମୋର ଯିବ
ତୁମ ବଡ଼ଦାଣ୍ଡେ ତୁମ ରଥ ସାକ୍ଷୀ ଥିବ
ତୁମ ସାଥେ ମୋର ଛିଡିବନି ଡୋର
ତୁମ ସାଥେ ମୋର ଛିଡିବନି ଡୋର
ଏତିକି କରୁଣା ହଉ ହେ…
ବାହୁଡା଼ ସଵାରୀ ମୋର ସଜା ହଉ ହେ
ବାହୁଡା଼ ସଵାରୀ ମୋର ସଜା ହଉ ହେ
ଖଇ ଆଉ କଉଡିରେ ଶେଷ ହେବ ଖେଳ
ଖେଳ ଶେଷ ହେଲାବେଳେ ତୁମେ ମୋର ବଳ
ହୋ ଖଇ ଆଉ କଉଡିରେ ଶେଷ ହେବ ଖେଳ
ଖେଳ ଶେଷ ହେଲାବେଳେ ତୁମେ ମୋର ବଳ
ଆର ଜନମକୁ ସିଂହଦ୍ୱାରେ ଥିବି
ଆର ଜନମକୁ ସିଂହଦ୍ୱାରେ ଥିବି
ଏତିକି କରୁଣା ହଉ ହେ…
ବାହୁଡା଼ ସଵାରୀ ମୋର ସଜା ହଉ ହେ
ବାହୁଡା଼ ସଵାରୀ ମୋର ସଜା ହଉ ହେ
ମହାବାହୁ ହେ….ମହାବାହୁ ହେ….
ମହାବାହୁ ହେ….
mahabahu he bahuda sabari mora Your Astrology Guru Lyrics in odia language
Thank You