Table of Contents
Your Astrology Guru Lyrics
ମନ ଖାଲି ଥିଲା କାଲିି ତୋରି ପାଇଁ
Mana Khali Thila Kali Your Astrology Guru Lyrics In Odia Language
ମନ ଖାଲି ଥିଲା କାଲିି ତୋରି ପାଇଁ
ମନ ଖାଲି ଅଛି ଆଜି ତୋରି ପାଇଁ
ପୁଅ
ତୁ ଯୋଉଠି ମୁ ସେଇଠି
ତୁ ନଥିଲେ ମୁ ନାହିଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ
ପୁଅ
ଫଗୁଣରେ ଫଗୁ ବୋଳିବାକୁ
ତୋ ଠିକଣା ଖୋଜୁଥିଲି
ବାଟରେ ଦେଖି ତୋ ପାଦ ଚିହ୍ନ
ତୋ ପଛେ ପଛେ ଗଲି
ଝିଅ
ହୋ…କୁହୁଡି ପଛରେ ସିନା
ଯାଇ ଲୁଚିଥିଲି
ମତେ ପାଇଯିବୁ ବୋଲି
ମୁଁ କି ଜାଣିଥିଲି
ପୁଅ
ଯାଯାବର ବିଜୁଳୀକୁ
ଆକାଶ ହିଁ ପାରେ ଛୁଇଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ
ପୁଅ
ସବୁଜ ପାହାଡ଼ ଅଗଣାରେ
ରୂପାର ଅଳସି ନଈ
କୁଳୁ କୁଳୁ ହେଇ ବହୁଥିଲା
ଏଣେ ତେଣେ ଚାହିଁ ଚାହିଁ
ଝିଅ
ହୋ ସାଗରରେ ମିଶିବାକୁ
ଅମାନିଆ ହେଇ
ଯାଉ ଯାଉ ଅଧା ବାଟେ
ରହିଗଲା କାଇଁ
ପୁଅ
ଅଟକିଲା ବୋଲି ନଈ
ସାଗର ଆସିଲା ଧାଇଁ
ଝିଅ
ମନ ଖାଲି ଥିଲା କାଲିି ତୋରି ପାଇଁ
ପୁଅ
ମନ ଖାଲି ଅଛି ଆଜି ତୋରି ପାଇଁ