Loading...

299 Big Street, Govindpur, India

Open daily 10:00 AM to 10:00 PM

Manasi Manasi Your Astrology Guru Lyrics In Odia Language

Ranjan Gaan

Your Astrology Guru Lyrics

ମାନସୀ ମାନସୀ ମାନସୀ

manasi manasi Your Astrology Guru Lyrics in odia language

ଫୁଲଟିଏ ଦେଖି ଯେତେ ଲାଗେ ଖୁସି

ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ହୋ….. ମାନସୀ ମାନସୀ ମାନସୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ମାନସୀ ଗୋ ତୁମର ଚୋରା ଚାହାଣି
କହେ ମତେ କେତେ ଯେ ପ୍ରେମ କାହାଣି ହାଏ
ତୁମ ଓଠେ କେତେ ଗୋଲାପର ନାଲି
ମନ କହେ ଦେଖନ୍ତି ତୁମକୁ ଖାଲି
ହୋ….. ମାନସୀ ମାନସୀ ମାନସୀ
ସତେ କି ଚାନ୍ଦ ମୋ ହାତେ ପଡିଚି ଖସି ହାଏ
ସତେ କି ଚାନ୍ଦ ମୋ ହାତେ ପଡିଚି ଖସି
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ମାନସୀ ଗୋ ତୁମେ କହିଦେଲେ ଥରେ
ଜହ୍ନ ଆଣି ଦେବି ମୁଁ ତୁମ ହାତରେ ହାଏ
ଯଦି ତୁମେ କୁହ ତୁମ ଖୁସି ପାଇଁ
ଏ ଆକାଶ ଯିବ ତୁମ ପାଦେ ନଇଁ
ହୋ….. ମାନସୀ ମାନସୀ ମାନସୀ
କାହିଁକି ଏମିତି ତୁମେ ଯାଇଚ ରୁଷି ହାଏ
କାହିଁକି ଏମିତି ତୁମେ ଯାଇଚ ରୁଷି
ଫୁଲଟିଏ ଦେଖି ଯେତେ ଲାଗେ ଖୁସି
ସେତେ ଖୁସି ଲାଗେ ତୁମେ ଦେଲେ ହସି
ଜୀବନ ମୋ ଥିଲା ସାଧା କାଗଜ
ରଙ୍ଗ ଭରି ଦେଲ ସେ କାଗଜେ ଆସି
ହୋ….. ମାନସୀ ମାନସୀ ମାନସୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ
ମୋଠୁ କେ ଭଲପାଏ ତୁମକୁ ବେଶୀ ହାଏ
ମୋଠୁ କେ ଭଲ ପାଏ ତୁମକୁ ବେଶୀ

manasi manasi Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00