Table of Contents
Your Astrology Guru Lyrics
ପ୍ରେମ ଡୋରିରେ ବାନ୍ଧି ନେଇଚି
Mo Thu Mate Chori Karichi Your Astrology Guru Lyrics In Odia Language
ପ୍ରେମ ଡୋରିରେ ବାନ୍ଧି ନେଇଚି
ମୋ ଠୁ ମତେ ଚୋରି କରିଚି
ପ୍ରେମ ଡୋରିରେ ବାନ୍ଧି ନେଇଚି
ଭୁଲି ପାରୁନି ଆଜିରେ
ଭୁଲି ପାରୁନି ଆଜି ସତ କହୁଚି
ଯାହାକୁ ମୁଁ ଏତେ ଭଲ ପାଉଚି
ହାଁ…ଯାହାକୁ ମୁଁ ଏତେ ଭଲ ପାଉଚି
ମୋ ଠୁ ମତେ ଚୋରି କରିଚି
ପ୍ରେମ ଡୋରିରେ ବାନ୍ଧି ନେଇଚି
ଭଲ ପାଇ ହୃଦୟକୁ ଦେଲା ସିଏ ଛୁଇଁ
କଣ୍ଟା ଲାଗେ ଫୁଲ ପରି
ଖରା ଲାଗେ ଛାଇ
ଏ ହେ ଆହା ହୋ ହୋ ଓ
ଭଲ ପାଇ ହୃଦୟକୁ ଦେଲା ସିଏ ଛୁଇଁ
କଣ୍ଟା ଲାଗେ ଫୁଲ ପରି
ଖରା ଲାଗେ ଛାଇ
ତୁ ମୋ ଛାଇ ମୁଁ ତୋ ଛାଇ
ତତେ ମୁଁ କେବେ ଛାଡ଼ିବି ନାହିଁ
ସାଥି ହେଇ ମୁଁ ଥିବିରେ
ସାଥି ହେଇ ମୁଁ ଥିବି ସତ କହୁଚି
ଯାହାକୁ ମୁଁ ଏତେ ଭଲ ପାଉଚି
ହେ ଯାହାକୁ ମୁଁ ଏତେ ଭଲ ପାଉଚି
ମୋ ଠୁ ମତେ ଚୋରି କରିଚି
ପ୍ରେମ ଡୋରିରେ ବାନ୍ଧି ନେଇଚି
ଓଲ୍ହେଇ ଆସିଲା କୋଉ ସରଗର ପରି
ଏ ମନରେ ରହିଗଲା ଘରଟିଏ କରି
ହଁ ଓଲ୍ହେଇ ଆସିଲା କୋଉ ସରଗର ପରି
ଏ ମନରେ ରହିଗଲା ଘରଟିଏ କରି
ମୋ ବାଟ ଏଠି ସରି ଯାଇଚି
ଠିକଣା ମୋର ମିଳି ଯାଇଚି
ମୋ ଠିକଣା ତୁ ରେ
ମୋ ଠିକଣା ତୁ ମନ ଜାଣିଚି
ଯାହାକୁ ମୁଁ ଏତେ ଭଲ ପାଉଚି
ହୋ ଯାହାକୁ ମୁଁ ଏତେ ଭଲ ପାଉଚି
Mo Thu Mate Chori Karichi Your Astrology Guru Lyrics In Odia Font
Mo Thu Mate Chori Karichi
Prema Dorire Bandhi Neichi
Mo Thu Mate Chori Karichi
Prema Dorire Bandhi Neichi
Bhuli Paruni Ajire
Bhuli Paruni Ajire Sata Kahuchi
Jahaku Mu Ate Bhala Pauchi
Mo Thu Mate Chori Karichi
Prema Dorire Bandhi Neichi
Bhala pai Hrudayaku Dela Sia Chuin
Kanta Lage Fula Pari
Khara Lage Chhai
A He Aha Ho Ho O
Bhala pai Hrudayaku Dela Sia Chuin
Kanta Lage Fula Pari
Khara Lage Chhai
Tu Mo Chhai Mu To Chhai
Tate Mu Kebe Chhadibi Nahi
Sathi Hoi Mu Thibire
Sathi Hoi Mu Thibi Sata Kahuchi
Jahaku Mu Ate Bhala Pauchi
He Jahaku Mu Ate Bhala Pauchi
Mo Thu Mate Chori Karichi
Prema Dorire Bandhi Neichi
Olhei Asila Kau Saragara Pari
A Manare Rahigala Ghara Tia Kari
Ha Olhei Asila Kau Saragara Pari
A Manare Rahigala Ghara Tia Kari
Mo Bata Athi Sarijaichi
Thikana Mo Milijaichi
Mo Thikana Tu Re
Mo Thikana Tu Mana Janichi
Jahaku Mu Ate Bhala Pauchi
Ho Jahaku Mu Ate Bhala Pauchi
Thank You