Your Astrology Guru Lyrics
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
mu ajana tuma pain Your Astrology Guru Lyrics in odia language
ମୁଁ ଅଜଣା ତୁମ ପାଇଁ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ତୁମକୁ ଦେଖିଚି କେତେ ସପନରେ ମୁ
ଆଙ୍କେ ତୁମ ଛବି କେତେ ଗୋପନରେ ମୁଁ
ତୁମକୁ ଦେଖିଚି କେତେ ସପନରେ ମୁ
ଆଙ୍କେ ତୁମ ଛବି କେତେ ଗୋପନରେ ମୁଁ
ତୁମକୁ ନେଇ କେତେ କବିତା
ଲେଖି ନିଜେ ପଢି ଶୁଣେ
ନିଦ ମୋର ଯାଏ ହଜି
ଆକାଶରେ ତାରା ଗଣେ
ନିଦ ମୋର ଯାଏ ହଜି
ଆକାଶରେ ତାରା ଗଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଏମିତି ତ କେତେ ଥର ଦେଖିଚ ମତେ
ହେଲେ ଜାଣିବାକୁ କେବେ ଚାହିଁନ ମତେ
ଏମିତି ତ କେତେ ଥର ଦେଖିଚ ମତେ
ହେଲେ ଜାଣିବାକୁ କେବେ ଚାହିଁନ ମତେ
ଓଠରେ ତୁମେ ନ କହିଲେବି
ମନ କଥା ତୁମ ଜାଣେ
କେତେ ଦିନୁ ଖୋଜୁ ଅଛ
ସାଥୀଟେ ମୋ ପରି ଜଣେ
କେତେ ଦିନୁ ଖୋଜୁ ଅଛ
ସାଥୀଟେ ମୋ ପରି ଜଣେ
ମୁଁ ଅଜଣା ତୁମ ପାଇଁ
ହେଲେ ତୁମକୁ ମୁଁ ଜାଣେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
ଲୁଚି ଲୁଚି ଭଲ ପାଏ
ତୁମକୁ ମୁଁ ମନେ ମନେ
mu ajana tuma pain Your Astrology Guru Lyrics in odia language
Thank You