Your Astrology Guru Lyrics
ମୁଁ ଯେବେ ମରିଯିବି
କେହି କହିବେନି ଆହା
mu jebe marijibi Your Astrology Guru Lyrics in odia language
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
କେହି ଥରେ ବି ମୋ ପାଇଁ
କାନ୍ଦିବେନି ଧରି ରାହା
କେହି ଥରେ ବି ମୋ ପାଇଁ
କାନ୍ଦିବେନି ଧରି ରାହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ନିଜର ବୋଲି ମୋ କେହି ନାହିଁ ଏଇ ଦୁନିଆରେ
ଗୋଟିଏ ହେଲେବି ଚିଠି ଆସେନି ମୋ ନାଆଁରେ
ନିଜର ବୋଲି ମୋ କେହି ନାହିଁ ଏଇ ଦୁନିଆରେ
ଗୋଟିଏ ହେଲେବି ଚିଠି ଆସେନି ମୋ ନାଆଁରେ
କାହାକୁ ମୁଁ ପଚାରିବି ଏଥିରେ ଯେ ଦୋଷ କାହା
କାହାକୁ ମୁଁ ପଚାରିବି ଏଥିରେ ଯେ ଦୋଷ କାହା
ଭାଗ୍ୟ ବି କହେନି କିଛି ପଚାରିଲେ ଯେତେ ଯାହା
ଭାଗ୍ୟ ବି କହେନି କିଛି ପଚାରିଲେ ଯେତେ ଯାହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
କିଛି ଲୋକ ଥିଲେ ଯିଏ ମନେ ରଖୁଥିଲେ ମତେ
ସିଏ ବି ତ ଭୁଲି ଗଲେ କରନ୍ତି ସେ କାମ ଏତେ
କିଛି ଲୋକ ଥିଲେ ଯିଏ ମନେ ରଖୁଥିଲେ ମତେ
ସିଏ ବି ତ ଭୁଲି ଗଲେ କରନ୍ତି ସେ କାମ ଏତେ
ଏତେ ବଡ ଏ ଦୁନିଆଁ ଚାଲୁଚି ମୁଁ ଏକୁଟିଆ
ଏତେ ବଡ ଏ ଦୁନିଆଁ ଚାଲୁଚି ମୁଁ ଏକୁଟିଆ
କପାଳରେ ନାହିଁ ମୋର ପାଇବା ସ୍ନେହ କାହା
କପାଳରେ ନାହିଁ ମୋର ପାଇବା ସ୍ନେହ କାହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
କେହି ଥରେ ବି ମୋ ପାଇଁ
କାନ୍ଦିବେନି ଧରି ରାହା
କେହି ଥରେ ବି ମୋ ପାଇଁ
କାନ୍ଦିବେନି ଧରି ରାହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
ମୁଁ ଯେବେ ମରିଯିବି କେହି କହିବେନି ଆହା
mu jebe marijibi Your Astrology Guru Lyrics in odia language
Thank You