Table of Contents
Your Astrology Guru Lyrics
ଲୋ ସମାଧୀରେ ଶୋଇ ପାରିବିନି
Mu Santire Samadhire Soi Paribini Your Astrology Guru Lyrics In Odia Language
ଆତ୍ମା ମୋର ହବ ଶାନ୍ତି
ଛାଡିଯିବି ଏ ପୃଥିବୀ ନେଇଯିବି ମୁ ସମାଧି
ନେଇଯିବି ମୁ ସମାଧି
(( ମନ ଚାହୁଁଥିଲା ଏଇ ଜନମରେ
ଦେଖିବି ତୋ ବଧୂ ବେଶ
ହତଭାଗା ବୋଲି ତତେ ହରେଇଲି
ରହିଗଲା ଅବଶୋଷ ))
ମୁ ଶାନ୍ତିରେ ସମାଧୀରେ ଶୋଇ ପାରିବିନି
ଲୋ ସମାଧୀରେ ଶୋଇ ପାରିବିନି
ମୁ ରାତିରେ ମଶାଣିରେ ରହି ପାରିବିନି
ଲୋ ମଶାଣିରେ ରହି ପାରିବିନି
ତତେ ରାଣ ଦେଲି ପ୍ରିୟା ମୋର
ତୁ କାନ୍ଦିବୁନି ଲୋ
ମୁ ଶାନ୍ତିରେ ସମାଧୀରେ ଶୋଇ ପାରିବିନି
ମୁ ରାତିରେ ମଶାଣିରେ ରହି ପାରିବିନି
ସମାଧୀରେ ମୋ କଙ୍କାଳ ଯେତେ ଦିନ ଥିବ
ଆତ୍ମା ମୋର ଛାଇ ପରି ତତେ ଲୋ ଜଗିବ
ହୋ ସମାଧୀରେ ମୋ କଙ୍କାଳ ଯେତେ ଦିନ ଥିବ
ଆତ୍ମା ମୋର ଛାଇ ପରି ତତେ ଲୋ ଜଗିବ
ରାଣ ଦେଲି ମଥା ପିଟି ତୁ କାନ୍ଦିବୁନି ଲୋ
ମୁ ଶାନ୍ତିରେ ସମାଧୀରେ ଶୋଇ ପାରିବିନି
ମୁ ରାତିରେ ମଶାଣିରେ ରହି ପାରିବିନି
ଗୋଟେ ବୋଲି ଦୁଃଖ ମୋର
ରହିଲା ଲୋ ଜୀବନେ
ମଣିଷ ହେବି କି ନାହିଁ ଆଉ କେଉଁ ଜନମେ
ହୋ ଗୋଟେ ବୋଲି ଦୁଃଖ ମୋର
ରହିଲା ଲୋ ଜୀବନେ
ମଣିଷ ହେବି କି ନାହିଁ ଆଉ କେଉଁ ଜନମେ
ରାଣ ଦେଲି ଆଉ କେବେ ତୁ କାନ୍ଦିବୁନି ଲୋ
ମୁ ଶାନ୍ତିରେ ସମାଧୀରେ ଶୋଇ ପାରିବିନି
ମୁ ରାତିରେ ମଶାଣିରେ ରହି ପାରିବିନି
ତତେ ରାଣ ଦେଲି ପ୍ରିୟା ମୋର
ତୁ କାନ୍ଦିବୁନି ଲୋ
Mu Santire Samadhire Soi Paribini Your Astrology Guru Lyrics In Odia Language
Thank You