Table of Contents
Your Astrology Guru Lyrics
ଦେ ଛାଡି ସେଇ ଦେଶେ
Neija Re Megha Mate Sad Your Astrology Guru Lyrics In Odia Language
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ…ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ…ମେଘ ମତେ
ମେଘ ସିନା ତୁହି ଚତୋକର ଲାଗି
ଝର ଝର ଯାଉ ବରଷି
ସାଥି ବିନା ଆଜି ଯାଉଚିରେ ଶୁଖି
ମୋ ଜୀବନ ନୀଳ ସରସୀ
ଆଷାଢ଼ ଶ୍ରାବଣ ଏ ନୟନ ଦୁଇ
ହେଲେ ମନ ମୋର ପ୍ରିୟ ସେ
ନେଇଯା ରେ…ମେଘ ମତେ
ସାଥି ବିନା ଆଜି ପାରୁନିରେ ଉଡି
ପଥ କାହିଁ ମୋର ଜାଣେନା
ଏତେ ବଡ ଏଇ ଦୁନିଆରେ ମତେ
ଏକା ଏକା ଭଲ ଲାଗେନା
ଦିନ ମୋର ଏଠି ମରୁ ବାଲି ପୁଣି
ରାତି ଦିଏ ଯେତେ ଯାତନା
ନେଇଯା ରେ…ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ…ମେଘ ମତେ
ଦେ ଛାଡି ସେଇ ଦେଶେ
ମୋ ପ୍ରିୟ ପାଶେ
ନେଇଯା ରେ…ମେଘ ମତେ
Neija Re Megha Mate Sad Your Astrology Guru Lyrics In Odia Font
Thank You