Your Astrology Guru Lyrics
ନୀଳାଚଳ ଧାମ ଯାଇ ମୁ ପାରୁନି
ଏଇଠି କରୁଚି ଦଣ୍ଡବତ
Nilachala Dhama Jai Mu Your Astrology Guru Lyrics In Odia Language
ହେ..ଜଗନ୍ନାଥ ହେ…ଜଗନ୍ନାଥ
ଜଗନ୍ନାଥ ହେ…ଜଗନ୍ନାଥ
ନୀଳାଚଳ ଧାମ ଯାଇ ମୁ ପାରୁନି
ନୀଳାଚଳ ଧାମ ଯାଇ ମୁ ପାରୁନି
ଏଇଠି କରୁଚି ଦଣ୍ଡବତ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ତୁମ ନନ୍ଦୀଘୋଷ ଟାଣି ମୁ ପାରୁନି
ତୁମ ନନ୍ଦୀଘୋଷ ଟାଣି ମୁ ପାରୁନି
ଏଇଠି ଗଢ଼ିଚି ବାଲି ରଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ଜୀବନର ବାଟ ଭାରି ଅଙ୍କା ବଙ୍କା
ବିଚରା ବାଟୋଇ ଛାତିରେ ଛନକା
ମୁ ସେଇ ବାଟୋଇ ଭାରି ଏକା ଏକା
ପାଦେ ପାଦେ ଆଜି ଦଉଚି ପରୀକ୍ଷା
ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ
ଏଇଠି ଥାଇ ମୁଁ ଯାଚୁଚି ନଡ଼ିଆ
ବଢ଼େଇ ନିଅ ହେ ତୁମ ହାତ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ଭାରି ଛନ୍ଦା ଛନ୍ଦି ପାପୁଲିର ରେଖା
ଘଟୁଚି ଘଟିବ ଯାହା ଅଛି ଲେଖା
କୋଉ ଦିନ ପ୍ରଭୁ ହବ ତୁମ ଦେଖା
ସେଦିନ ସେ ଯାଏ କରିଚି ଅପେକ୍ଷା
ଜୀବ ଯିବା ଯାଏ ତୁମ କୃପା ଥାଉ
ଜୀବ ଯିବା ଯାଏ ତୁମ କୃପା ଥାଉ
ମାଗୁନି ସରଗ ପାରିଜାତ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ନୀଳାଚଳ ଧାମ ଯାଇ ମୁ ପାରୁନି
ନୀଳାଚଳ ଧାମ ଯାଇ ମୁ ପାରୁନି
ଏଇଠି କରୁଚି ଦଣ୍ଡବତ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ହେ ଜଗନ୍ନାଥ
ହେ ଜଗନ୍ନାଥ ଜଗନ୍ନାଥ…
nilachala dhama jai mu paruni Your Astrology Guru Lyrics in odia language
Thank You