Loading...

299 Big Street, Govindpur, India

Open daily 10:00 AM to 10:00 PM

Pada chhuin dei Your Astrology Guru Lyrics in odia language

Bhikari bala

Your Astrology Guru Lyrics

ପାଦ ଛୁଇଁ ଦେଇ ପାଷାଣୀକୁ ତୁହି

Pada Chhuin Dei Pasaniku Tuhi Your Astrology Guru Lyrics In Odia Language

ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ
ଶ୍ରୀମନ୍ଦିର ତୋର ନାରୀ ହେବ କାଳେ
ଶ୍ରୀମନ୍ଦିର ତୋର ନାରୀ ହେବ କାଳେ
ପାଦରୁ ଯାଇଛୁ ଡରି ରେ କାଳିଆ
ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ



ଏକୋଇଶ ଦିନ ନ ପୁରିଲା ବୋଲି
ପାଦ ଗଢ଼ା ହେଲା ନାହିଁ
ଅଧା ପାଦ ପାଇଁ ଗୁଣ୍ଡିଚା ରାଣୀକୁ
ସଭିଏଁ କରିଲେ ଦାୟୀ
ଏକୋଇଶ ଦିନ ନ ପୁରିଲା ବୋଲି
ପାଦ ଗଢ଼ା ହେଲା ନାହିଁ
ଅଧା ପାଦ ପାଇଁ ଗୁଣ୍ଡିଚା ରାଣୀକୁ
ସଭିଏଁ କରିଲେ ଦାୟୀ
ପାଦ ଲୁଚାଇଛୁ କାଳେ ମହାରାଣୀ
ପାଦ ଲୁଚାଇଛୁ କାଳେ ମହାରାଣୀ
କାନ୍ଦିବେ ତୋ ପାଦ ଧରି ରେ କାଳିଆ
ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ



ପାଦ ଥିଲେ ତୁହି ଚାଲି ତ ଆସନ୍ତୁ
ବାଇଶି ପାହାଚ ଦେଇ
ବାଇଶି ପାହାଚ ବାଇଶିଟି ଗୋପୀ
ସତେ କି ଯାଆନ୍ତେ ହୋଇ
ପାଦ ଥିଲେ ତୁହି ଚାଲି ତ ଆସନ୍ତୁ
ବାଇଶି ପାହାଚ ଦେଇ
ବାଇଶି ପାହାଚ ବାଇଶିଟି ଗୋପୀ
ସତେ କି ଯାଆନ୍ତେ ହୋଇ
ନନ୍ଦିଘୋଷ କିବା ରାଧା ହୋଇଯିବ
ନନ୍ଦିଘୋଷ କିବା ରାଧା ହୋଇଯିବ
ତୋ ପାଦରୁ ଧୂଳି ଝରି ରେ କାଳିଆ

ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ
ଶ୍ରୀମନ୍ଦିର ତୋର ନାରୀ ହେବ କାଳେ
ଶ୍ରୀମନ୍ଦିର ତୋର ନାରୀ ହେବ କାଳେ
ପାଦରୁ ଯାଇଛୁ ଡରି ରେ କାଳିଆ
ପାଦ ଛୁଇଁ ଦେଇ ପାଷାଣୀକୁ ତୁହି
କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ
ରେ କାଳିଆ କରିଥିଲୁ ବୋଲି ନାରୀ


Pada Chhuin Dei Pasaniku Tuhi Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00