Table of Contents
Your Astrology Guru Lyrics
ତୁ ବି ନିଶାରେ ମୁ ବି ନିଶାରେ
premara prathama Your Astrology Guru Lyrics in odia language
ପ୍ରେମର ପ୍ରଥମ ପିଆଲା ପରେ
Female
ପ୍ରେମର ପ୍ରଥମ ପିଆଲା ପରେ
Male
ତୁ ବି ନିଶାରେ ମୁ ବି ନିଶାରେ
Female
ତୁ ବି ନିଶାରେ ମୁ ବି ନିଶାରେ
Male
କିଏ ସେ କାହାକୁ ଦେଖେଇବ ବାଟ
Female
କିଏ ସେ କାହାକୁ ଦେଖେଇବ ବାଟ
Male
ତୁ ବି ନିଶାରେ ମୁ ବି ନିଶାରେ
Female
ହୋ ତୁ ବି ନିଶାରେ ମୁ ବି ନିଶାରେ
Female
ତୁ ମତେ ଚାହିଁଲୁ ମୁ ତତେ ଚାହିଁଲି
ତୁ ମତେ ଚାହିଁଲୁ ମୁ ତତେ ଚାହିଁଲି
ମିଶିଗଲା ଚାରି ଆଖି
ତୁ ବି ଚାଲିଲୁ ମୁ ବି ଚାଲିଲି
ମଧୁଶାଳା ହେଲା ସାକ୍ଷୀ
Male
ପ୍ରେମର ଦ୍ୱିତୀୟ ପିଆଲା ପରେ
ପ୍ରେମର ଦ୍ୱିତୀୟ ପିଆଲା ପରେ
ତୁ ବି ନିଶାରେ ମୁ ବି ନିଶାରେ
Female
ହୋ ତୁ ବି ନିଶାରେ ମୁ ବି ନିଶାରେ
କିଏ ସେ କାହାକୁ ସମ୍ଭାଳିବ କହ
କିଏ ସେ କାହାକୁ ସମ୍ଭାଳିବ କହ
Male
ତୁ ବି ନିଶାରେ ମୁ ବି ନିଶାରେ
Female
ହୋ ତୁ ବି ନିଶାରେ ମୁ ବି ନିଶାରେ
Male
ପିଇବା ଲୋକକୁ କି ଅବା ଭରଷା
ପିଇବା ଲୋକକୁ କି ଅବା ଭରଷା
ପିଇ ପିଇ ଯିବ ମରି
ଦୁନିଆ କହିବ ଲୋକଟିଏ ଥିଲା
ମରିଗଲା ପ୍ରେମ କରି
ପ୍ରେମର ଏ ଶେଷ ପିଆଲା ପରେ
Female
ପ୍ରେମର ଏ ଶେଷ ପିଆଲା ପରେ
ତୁ ବି ନିଶାରେ ମୁ ବି ନିଶାରେ
Male
ହୋ ତୁ ବି ନିଶାରେ ମୁ ବି ନିଶାରେ
Female
କିଏ ସେ କାହାକୁ ବୁଝେଇବ କହ
Male
କିଏ ସେ କାହାକୁ ବୁଝେଇବ କହ
Female
ତୁ ବି ନିଶାରେ ମୁ ବି ନିଶାରେ
Male
ହୋ ତୁ ବି ନିଶାରେ ମୁ ବି ନିଶାରେ
premara prathama Your Astrology Guru Lyrics in odia language
Thank You