Table of Contents
Your Astrology Guru Lyrics
ମୋ ଶୂନ୍ୟ ମନ ମନ୍ଦିରେ
sai tume asibaki Your Astrology Guru Lyrics in odia language
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ଜୀବନ ମୋ ସରି ଆସେ ବାବା ତୁମ ଖୋଜିବାରେ
ଜୀବନ ମୋ ସରି ଆସେ ବାବା ତୁମ ଖୋଜିବାରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପୀଙ୍କୁ ଉଦ୍ଧାରିଲ ସାଇ
ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପୀଙ୍କୁ ଉଦ୍ଧାରିଲ ସାଇ
ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ
ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ଦାନ ବଳେ ପୁଣ୍ୟ ଯେତେ ମୁ ଅରଜିଲି
ତୁମ ପୂଜା ଧୂପ କାଠି ହେଇ ମୁ ଜଳିଲି
ହଁ ଦାନ ବଳେ ପୁଣ୍ୟ ଯେତେ ମୁ ଅରଜିଲି
ତୁମ ପୂଜା ଧୂପ କାଠି ହେଇ ମୁ ଜଳିଲି
ତ୍ରୁଟି ଥିଲେ ଦେବ କ୍ଷମା ବାବା ତୁମ ସମର୍ପଣେ
ତ୍ରୁଟି ଥିଲେ ଦେବ କ୍ଷମା ବାବା ତୁମ ସମର୍ପଣେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
sai tume asibaki Your Astrology Guru Lyrics in odia language
Thank You