Table of Contents
Your Astrology Guru Lyrics
ମାଗୁ ନାହିଁ ଗୁଣ୍ଠେ ମାଗୁ ନାହିଁ ମାଣେ
Saradha Baliru Magu Nahi Hate Your Astrology Guru Lyrics In Odia Language
ମାଗୁ ନାହିଁ ଗୁଣ୍ଠେ ମାଗୁ ନାହିଁ ମାଣେ
ଶରଧା ବାଲିରୁ ମାଗୁ ନାହିଁ ହାତେ
ମାଗୁ ନାହିଁ ଗୁଣ୍ଠେ ମାଗୁ ନାହିଁ ମାଣେ
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ମାଗୁଚି ଚାଖଣ୍ଡେ ଜାଗା
ମାଗୁଚି ଚାଖଣ୍ଡେ ଜାଗା
ଶୁକ୍ଳ ଏକାଦଶୀ କାର୍ତିକ ପୁନେଇ
ମହୋଦଧି ତୀରେ ବୁଡ଼ ମୁ ପକେଇ
ଶୁକ୍ଳ ଏକାଦଶୀ କାର୍ତିକ ପୁନେଇ
ମହୋଦଧି ତୀରେ ବୁଡ଼ ମୁ ପକେଇ
ସ୍ୱର୍ଗ ଦ୍ୱାର ବାଲି ସାଉଁଟି ସାଉଁଟି
ଗାର କାଟି କାଟି ଯାଉଚି ଲେଉଟି
ଭୁଲିବୁ ନାହିଁ କି ଜଗା
ଭୁଲିବୁ ନାହିଁ କି ଜଗା
ଫେରିବି ନିଶ୍ଚୟ ରଖିବୁ
ମୋ ପାଇଁ ଟିକିଏ ଜାଗା
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ମାଗୁଚି ଚାଖଣ୍ଡେ ଜାଗା
ମାଗୁଚି ଚାଖଣ୍ଡେ ଜାଗା
ସ୍ୱର୍ଗ ଦ୍ୱାର ବାଲି ଶେଯରେ ଶୋଇବି
ଜୁଇ ଚିତା କାଠ ରଥରେ ବସିବି
ସ୍ୱର୍ଗ ଦ୍ୱାର ବାଲି ଶେଯରେ ଶୋଇବି
ଜୁଇ ଚିତା କାଠ ରଥରେ ବସିବି
ଧୂଆଁ ହୋଇ ଉଡି ଯିବି ଆକାଶକୁ
ଧୂଳି ହୋଇ ଗଡି ଯିବି ଦରିଆକୁ
ମତେ ଦବୁ ନାହିଁ ଦଗା
ମତେ ଦବୁ ନାହିଁ ଦଗା
ମୁଠାଏ ପାଉଁଶ ହୋଇ ମୁ
ରହିବି ଟିକେ ଅଲଗା
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ଆରେ ଜଗା ସ୍ୱର୍ଗ ଦ୍ୱାରେ ତୋର
ମାଗୁଚି ଚାଖଣ୍ଡେ ଜାଗା
ମାଗୁଚି ଚାଖଣ୍ଡେ ଜାଗା