Table of Contents
Your Astrology Guru Lyrics
ବୃନ୍ଦାବନେ ଯାଇ ସ୍ଥାନ ପାଇବ
Sate Ki A Jeeba Jiba Your Astrology Guru Lyrics In Odia Language
ବୃନ୍ଦାବନେ ଯାଇ ସ୍ଥାନ ପାଇବ ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ ହେ ରାଧାଗୋବିନ୍ଦ
ଦିବ ସେ ମରଣ ହେବ
ଯମ ଦଣ୍ଡ ଆଉ ମୋତେ ନ ଦେବ ହେ ରାଧାଗୋବିନ୍ଦ
ଏହି ସୁଦୟା ମୋଠାରେ ଥିବ ହେ ରାଧାଗୋବିନ୍ଦ
ବାସି ମଢ଼ା ମୁ ନୋହିବି
ତବ ନାମ ତୁଣ୍ଡେ ଜପୁ ନ ଥିବି ହେ ରାଧାଗୋବିନ୍ଦ
ଭବ ସାଗରୁ ତରିବି ହେ ରାଧାଗୋବିନ୍ଦ
ବନ୍ଧୁ ବାନ୍ଧବ ମୋହରି
ଚତୁର୍ପାଶେ ବସି ଯିବେଟି ଘେରି ହେ ରାଧାଗୋବିନ୍ଦ
ଏହି ସୁଦୟା ଥିବ ଟି କରି ହେ ରାଧାଗୋବିନ୍ଦ
ହରେକୃଷ୍ଣ ହରେରାମ
ସେହି ନାମ ଧରି ଯିବ ଜୀବନ ହେ ରାଧାଗୋବିନ୍ଦ
ହରେକୃଷ୍ଣ ହରେରାମ
ଏହି ନାମ ଧରି ଯିବ ଜୀବନ ହେ ରାଧାଗୋବିନ୍ଦ
ଏତିକି ମଣିବେ ଦନ ହେ ରାଧାଗୋବିନ୍ଦ
ଏତିକି ମାଗୁଣି ମୋର ଦୟା ରଖିଥିବ
ଶ୍ରୀରଙ୍ଗା ଧର ହେ ରାଧାଗୋବିନ୍ଦ
ଏତିକି ମାଗୁଣି ମୋର ଦୟା ରଖିଥିବ
ଶ୍ରୀରଙ୍ଗା ଧର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ
କହେ ଅଚ୍ୟୁତିପା ମୋର ହେ ରାଧାଗୋବିନ୍ଦ