Your Astrology Guru Lyrics
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
sindura deithili Your Astrology Guru Lyrics in odia language
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ଦିନେ ଜଳିଥିଲା ହୋମ ନିଆଁ
ଏବେ ଜଳିବ ମୋ ଜୁଇ ନିଆଁ
ହାତ ଧରିଥିଲା ଯିଏ ଭାଙ୍ଗିବ ଚୁଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ସେଦିନ ଯାଇଥିଲି ଶଶୁର ଘର
ହେ କଳା ଠାକୁର
ଏବେ ମୁ ଚାଲିଯିବି ଯମ ନଅର
ହେ କଳା ଠାକୁର
ଥିଲେ ସାଥିରେ ବର ଯାତିରି
ଯିବି ଶବ ବାହାକ ମୁ ଧରି
ଶବ ପଛେ ପଡୁଥିବ ଖଇ କଉଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ଛୁଟିଲେ ଘଟ ମତେ ବୋଲିବେ ଭୂତ
ହେ ଜଗନ୍ନାଥ
ସଂସାର ମିଛ ମାୟା ତୁମେ ହି ସତ୍ୟ
ହେ ଜଗନ୍ନାଥ
ଯେବେ ବାନ୍ଧିବ ଯମ ଦଉଡି
ମୋର ହାତ ଗଣ୍ଠି ଯିବ ଛିଡି
ଅଫେରା ପାଲିଙ୍କି ଚଢି ଯିବି ବାହୁଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
sindura deithili palinki chadhi Your Astrology Guru Lyrics in odia language
Thank You