Table of Contents
Your Astrology Guru Lyrics
ସ୍ମୃତି କହେ ଆଜି ସାଥିଟିଏ ସାଜି
smruti kahe aji Your Astrology Guru Lyrics in odia language
ମନ ତୋର ଯେ ଏକ ଖେଳନା
ପ୍ରେମର ଦୁନିଆରେ ସମୟ କାରାଗାରେ
କରିଥିଲୁ ତୁ ଛଳନା
ସ୍ମୃତି କହେ ଆଜି ସାଥିଟିଏ ସାଜି
ମନ ତୋର ଯେ ଏକ ଖେଳନା
ପ୍ରେମର ଦୁନିଆରେ ସମୟ କାରାଗାରେ
କରିଥିଲୁ ତୁ ଛଳନା
କେମିତି ସହିବି କେମିତି କହିବି
କେମିତି ସହିବି କେମିତି କହିବି
ହୃଦୟର ଏଇ ଯନ୍ତ୍ରଣା ଓ…
ସ୍ମୃତି କହେ ଆଜି ସାଥିଟିଏ ସାଜି
ମନ ତୋର ଯେ ଏକ ଖେଳନା
ପ୍ରେମର ଦୁନିଆରେ ସମୟ କାରାଗାରେ
କରିଥିଲୁ ତୁ ଛଳନା
ରହିଯା ତୁ ରହିଯା
ପ୍ରେମ ମୋର ତୁ ଦେଇଯା
କାନ୍ଦିବିନି ତୋ ପାଇଁ ମୁଁ
ଯିବୁ ଜଦି ସାଥି ଚାଲିଯା
ହୋ ରହିଯା ତୁ ରହିଯା
ପ୍ରେମ ମୋର ତୁ ଦେଇଯା
କାନ୍ଦିବିନି ତୋ ପାଇଁ ମୁଁ
ଯିବୁ ଜଦି ସାଥି ଚାଲିଯା
କେମିତି ସହିବି କେମିତି କହିବି
କେମିତି ସହିବି କେମିତି କହିବି
ହୃଦୟର ଏଇ ଯନ୍ତ୍ରଣା ଓ…
ସ୍ମୃତି କହେ ଆଜି ସାଥିଟିଏ ସାଜି
ମନ ତୋର ଯେ ଏକ ଖେଳନା
ପ୍ରେମର ଦୁନିଆରେ ସମୟ କାରାଗାରେ
କରିଥିଲୁ ତୁ ଛଳନା
ପ୍ରେମରେ ତୋ ପ୍ରେମରେ
ଆଖି ଭିଜୁଚିରେ ଲୁହରେ
ଭାଙ୍ଗିଲୁ ମୋ ପ୍ରେମ କାହାଣୀ
ଝୁରିବୁନି କେବେ ସାଥିରେ
ହୋ ପ୍ରେମରେ ତୋ ପ୍ରେମରେ
ଆଖି ଭିଜୁଚିରେ ଲୁହରେ
ଭାଙ୍ଗିଲୁ ମୋ ପ୍ରେମ କାହାଣୀ
ଝୁରିବୁନି କେବେ ସାଥିରେ
କେମିତି ସହିବି କେମିତି କହିବି
କେମିତି ସହିବି କେମିତି କହିବି
ହୃଦୟର ଏଇ ଯନ୍ତ୍ରଣା ଓ…
ସ୍ମୃତି କହେ ଆଜି ସାଥିଟିଏ ସାଜି
ମନ ତୋର ଯେ ଏକ ଖେଳନା
ପ୍ରେମର ଦୁନିଆରେ ସମୟ କାରାଗାରେ
କରିଥିଲୁ ତୁ ଛଳନା
smruti kahe aji Your Astrology Guru Lyrics in odia language
Thank You