Table of Contents
Your Astrology Guru Lyrics
Sonali Tate Bhalapai Your Astrology Guru Lyrics In Odia Language
ସୋନାଲି ତତେ ଭଲପାଇ ଭୁଲ କଲି
ସୋନାଲି ତତେ ଭଲପାଇ ଭୁଲ କଲି
ମୁଁ ତାରାଙ୍କ ମେଳରେ ମୁଁ ଜହ୍ନ ଆଲୁଅରେ
ସପନରେ ଭିଜୁଥିଲି
ହେଲେ ମୋ ପାଇଁ ତୋ ପ୍ରେମ
ଛଳନା ଥିଲା ଆଜି ବୁଝିଗଲି
ସୋନାଲି ତତେ ଭଲପାଇ ଭୁଲ କଲି
ତତେ ଭଲପାଇ ଭୁଲ କଲି
ଶୀତ ସକାଳର କାକର ଟୋପାରେ
ତୋ ମୁହଁ ଖୋଜୁଥିଲି
ଇନ୍ଦ୍ରଧନୁର ସାତ ରଙ୍ଗ ତଳେ
ତୋ ଛାଇ ଦେଖୁଥିଲି
ହୁଁ ଶୀତ ସକାଳର କାକର ଟୋପାରେ
ତୋ ମୁହଁ ଖୋଜୁଥିଲି
ଇନ୍ଦ୍ରଧନୁର ସାତ ରଙ୍ଗ ତଳେ
ତୋ ଛାଇ ଦେଖୁଥିଲି
ମୋ ମନ କାଗଜରେ ମୋ ପ୍ରେମର ଶ୍ୟାହିରେ
ଛବି ତୋର ଆଙ୍କୁ ଥିଲି
ହେଲେ ମୋ ପାଇ ତୋ ପ୍ରେମ
ଛଳନା ଥିଲା ଆଜି ବୁଝିଗଲି
ସୋନାଲି ତତେ ଭଲପାଇ ଭୁଲ କଲି
ତତେ ଭଲପାଇ ଭୁଲ କଲି
ପହିଲି ସୁରୁଜ କିରଣକୁ ଯେବେ
ଆଖି ଖୋଲି ଦେଖୁଥିଲି
ସେଇ କିରଣକୁ ଭାବି ନୋଉଥିଲି
ତୋ ମଥାର ଟିକିଲି
ହୁଁ ପହିଲି ସୁରୁଜ କିରଣକୁ ଯେବେ
ଆଖି ଖୋଲି ଦେଖୁଥିଲି
ସେଇ କିରଣକୁ ଭାବି ନୋଉଥିଲି
ତୋ ମଥାର ଟିକିଲି
ମୋ ହାତ ପାପୁଲିରେ ମୋ ଜୀବନ ରେଖାରେ
ନାଆଁ ତୋର ଲେଖୁଥିଲି
ହେଲେ ମୋ ପାଇଁ ତୋ ପ୍ରେମ
ଛଳନା ଥିଲା ଆଜି ବୁଝିଗଲି
ସୋନାଲି ତତେ ଭଲପାଇ ଭୁଲ କଲି
ସୋନାଲି ତତେ ଭଲପାଇ ଭୁଲ କଲି
ମୁଁ ତାରାଙ୍କ ମେଳରେ ମୁଁ ଜହ୍ନ ଆଲୁଅରେ
ସପନରେ ଭିଜୁଥିଲି
ହେଲେ ମୋ ପାଇ ତୋ ପ୍ରେମ
ଛଳନା ଥିଲା ଆଜି ବୁଝିଗଲି
ସୋନାଲି ତତେ ଭଲପାଇ ଭୁଲ କଲି
ତତେ ଭଲପାଇ ଭୁଲ କଲି
ତତେ ଭଲପାଇ ଭୁଲ କଲି
Sonali Tate Bhalapai Your Astrology Guru Lyrics In Odia Font
Thank You