Table of Contents
Your Astrology Guru Lyrics
Tame Kathare Kathare Your Astrology Guru Lyrics In Odia Language
ବେଣୀ ଛାଟିକି ପୁଣି ପାଦ ପିଟିକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ତମେ ବାଟରେ ଚାଲୁଚ ଏଣେ ତେଣେ ଚାହିଁକି
ଝୁଣ୍ଟି ପଡକି ପୁଣି ହସି ଦିଅକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ହାତରେ ନାଇଚ ନାଲି ନେଳି ଚୁଡି
ଦେହକୁ ମାନେ ତୁମ ହଳଦିଆ ରଙ୍ଗ ଶାଢ଼ୀ
ପାଦରେ ପାଉଁଜି ରୁମୁରୁ ଝୁମୁରୁ
ମନଟା ଲାଗେ ତୁମ କାଚଦିଆ ନୂଆ ଗୁଡ଼ି
ହାତରେ ନାଇଚ ନାଲି ନେଳି ଚୁଡି
ଦେହକୁ ମାନେ ତୁମ ହଳଦିଆ ରଙ୍ଗ ଶାଢ଼ୀ
ପାଦରେ ପାଉଁଜି ରୁମୁରୁ ଝୁମୁରୁ
ମନଟା ଲାଗେ ତୁମ କାଚଦିଆ ନୂଆ ଗୁଡ଼ି
ତମେ ଆଖିରେ ଆଖିରେ ଯାଅ
ମନ ନେଇକି ମନ ଦେଇକି ପୁଣି ମନା କରକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ନାଇଚ ଟିକିଲି ସୁନେଲି ସୁନେଲି
ବେଦିରେ ବସିଗଲେ ଚହଟିବ ନାଲି ନାଲି
ଚାନ୍ଦିନୀ ରାତିରେ ଚୋଉଠି ସରିଲେ
ଅଗଣା ମହକିବ ହସିଦେଲେ ଖିଲି ଖିଲି
ହେ ନାଇଚ ଟିକିଲି ସୁନେଲି ସୁନେଲି
ବେଦିରେ ବସିଗଲେ ଚହଟିବ ନାଲି ନାଲି
ଚାନ୍ଦିନୀ ରାତିରେ ଚୋଉଠି ସରିଲେ
ଅଗଣା ମହକିବ ହସିଦେଲେ ଖିଲି ଖିଲି
ତମେ ଓଢଣୀ ଭିତରେ ଚାହଁ
ଚୋରି ଚୋରିକି ଆଖି ମାରିକି ପୁଣି କଥା କୁହକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ତମେ କଥାରେ କଥାରେ ଯାଅ ମୁହଁ ମୋଡିକି
ବେଣୀ ଛାଟିକି ପୁଣି ପାଦ ପିଟିକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ତମେ ବାଟରେ ଚାଲୁଚ ଏଣେ ତେଣେ ଚାହିଁକି
ଝୁଣ୍ଟି ପାଡକି ପୁଣି ହସି ଦିଅକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
ତମେ ଓଡ଼ିଆ ଘର ଝିଅକି
ହାଏ ଗୋ ତମେ ଓଡ଼ିଆ ଘର ଝିଅକି
Tame Kathare Kathare Your Astrology Guru Lyrics In Odia Font
Thank You