Table of Contents
Your Astrology Guru Lyrics
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
Tara Krushna Chuda Rangara Your Astrology Guru Lyrics In Odia Language
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ଦକ୍ଷିଣୀ ଝିଅ ପାଟି ଫିଟୁନି
ଭାବ ପିରତି କିଛି ବୁଝୁନି
ବୋଉର କାନି ଛାଡ଼ୁନି
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ଆଲ କହିଲେ କାଲ ବୁଝେ
ଚାଲ କହିଲେ ମାଲ
ଓଷା କହିଲେ ଦୋସା ବୁଝେ
ଝିଅ ସେ କମାଲ
ଆରେ ଆଲ କହିଲେ କାଲ ବୁଝେ
ଚାଲ କହିଲେ ମାଲ
ଓଷା କହିଲେ ଦୋସା ବୁଝେ
ଝିଅ ସେ କମାଲ
ଚେହେରା ତାର ପୁରା ଲହୁଣୀ
ପାଖକୁ ଗଲେ ମାରେ କହୁଣୀ
ବୋଉକୁ ଡାକେ ବାୟାଣୀ
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ବୋଲ କହିଲେ ଖୋଲ ବୁଝେ
ଖୋଲ କହିଲେ ଢୋଲ
ଦିଲ ମାଗିଲେ ବିଲ ଦିଏ
ମାମଲା ହରିବୋଲ
ଆରେ ବୋଲ କହିଲେ ଖୋଲ ବୁଝେ
ଖୋଲ କହିଲେ ଢୋଲ
ଦିଲ ମାଗିଲେ ବିଲ ଦିଏ
ମାମଲା ହରିବୋଲ
ହାଏରେ ମୋର ଚାରୁ ପାଣି
ମନକୁ ମନ ଭାବେ ସିଆଣି
ତୁଛାରେ ମାରେ ଫୁଟାଣି
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ତାର କୃଷ୍ଣଚୁଡା ରଙ୍ଗର ନାଲି ଓଢଣୀ
ହାଏ ମସ୍ତ ମସ୍ତ ଆଖିରେ ମସ୍ତ ଚାହାଣି
ଦକ୍ଷିଣୀ ଝିଅ ପାଟି ଫିଟୁନି
ଭାବ ପିରତି କିଛି ବୁଝୁନି
ବୋଉର କାନି ଛାଡ଼ୁନି
Tara Krushna Chuda Rangara Your Astrology Guru Lyrics In English Font
Thank You