Table of Contents
Your Astrology Guru Lyrics
ରଥ ଦେ ଗଡେଇ ଚକ ଦେ ଚଡ଼େଇ
To Bahudare Kaliare Ne Bahudei Your Astrology Guru Lyrics In Odia Language
ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ମୋ ଦେହ ଛାଡି ଯାଉ ଉଡି
ମୋ ଦେହ ଛାଡି ଯାଉ ଉଡି ପରାଣ ଚଢେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ଏଇ ଦୁନିଆକୁ ଅଣିଥିଲୁ ଡାକି
ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ
ଏଇ ଦୁନିଆକୁ ଅଣିଥିଲୁ ଡାକି
ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ
ସବୁ ଇଛା ମୋର କରିଛୁ ପୂରଣ
ଏଇ ଶେଷ ଇଛା ରହିଛିରେ ବାକି
ତୋ ଚକା ଆଖି ଦେଖି ଦେଖି
ତୋ ଚକା ଆଖି ଦେଖି ଦେଖି
ଯିବିରେ ମୁଁ ଶୋଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ବିଦାୟ ମୁଁ ନେଇ ଏଇ ସଂସାରରୁ
ସେପାରିକୁ ପୁଣି ଯିବି ଏପରିରୁ
ବିଦାୟ ମୁଁ ନେଇ ଏଇ ସଂସାରରୁ
ସେପାରିକୁ ପୁଣି ଯିବି ଏପରିରୁ
ସେପାରିରେ ପୁଣି ହବ ତୋର ଦେଖା
ଉଦ୍ଧାର ପାଇବି ମଣିଷ ଜନ୍ମରୁ
ତୋ ସ୍ୱର୍ଗ ଦ୍ୱାରେ ମତେ ଥରେ
ତୋ ସ୍ୱର୍ଗ ଦ୍ୱାରେ ମତେ ଥରେ
ଦେ ରେ ଜଳେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ତୋ ବାହୁଡ଼ାରେ କାଳିଆରେ
ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ମୋ ଦେହ ଛାଡି ଯାଉ ଉଡି
ମୋ ଦେହ ଛାଡି ଯାଉ ଉଡି ପରାଣ ଚଢେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
To Bahudare Kaliare Ne Bahudei Your Astrology Guru Lyrics In Odia Language
Thank You