Table of Contents
Your Astrology Guru Lyrics
To Manaku Pachar Your Astrology Guru Lyrics In Odia Language
ହେ ହେ ହେ ଲା ଲା ଲା ଲା
ହେ ହେ ହେ ଲା ଲା ଲା ଲା
କେତେ ସତ କହିଛୁ କେତେ ମିଛ କହିଛୁ
କେତେ ଭଲ ପାଇଛୁ କେତେ ଧୋକା ଦେଇଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
ମୋ ସପନକୁ ଭାଙ୍ଗି କେତେ ଖୁସିରେ ତୁ ଅଛୁ
ମୋ ଜୀବନକୁ ଜାଳି କେତେ ଖୁସିରେ ତୁ ଅଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
ତୁ ସିନା ଚାଲିଗଲୁ
ଆଉ କା ସପନ ସଜେଇବା ପାଇଁ
ହେଲେ ମୁଁ ରଖିଛି
ମୋ ହୃଦୟରେ ପ୍ରେମକୁ ବଞ୍ଚେଇ
ହୋ ମିଛରେ ହସୁଛୁ ସିନା
ଦୁନିଆକୁ ଦେଖେଇ ଦେଖେଇ
ହେଲେ ତୁ ଜାଣିଛୁ
ପାରିବୁନି ମତେ ସହଜେ ଭଣ୍ଡେଇ
ମୋ ଆଖିରେ ତୁ ଲୁହ ଦେଇ କେତେ ହସିଛୁ
ମୋ ଛାତିରେ ତୁ କୋହ ଦେଇ କେତେ ପାଇଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
ଯେବେଠୁ ଚାଲିଗଲୁ ତୋ ମଥାରେ ସିନ୍ଦୁର ନେଇ
ନାଁକୁ ବଞ୍ଚିଚି ସିନା ଜଳୁଛି ମୋ ଜିଅନ୍ତା ଜୁଇ
ହୋ ଆଜି ସିନା ଲୋକ ହସା
ହେଇଛି ମୁଁ ତୋହରି ପାଇଁ
ତଥାପି ତୁ ଦେଖିବୁ ମୋ
ପ୍ରେମ ରହିଯିବ ଇତିହାସ ହୋଇ
ମୋ ପ୍ରାଣକୁ କନ୍ଦେଇ ତୁ କେତେ ଜିତିଛୁ
ତୁ ଲୁଚେଇ ଲୁଚେଇ କେତେ ଯାତନା ସହିଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
କେତେ ସତ କହିଛୁ କେତେ ମିଛ କହିଛୁ
କେତେ ଭଲ ପାଇଛୁ କେତେ ଧୋକା ଦେଇଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
ମୋ ସପନକୁ ଭାଙ୍ଗି କେତେ ଖୁସିରେ ତୁ ଅଛୁ
ମୋ ଜୀବନକୁ ଜାଳି କେତେ ଖୁସିରେ ତୁ ଅଛୁ
ତୋ ମନକୁ ପଚାର
ତୋ ମନକୁ ପଚାର
ତୋ ମନକୁ ପଚାର
ତୋ ମନକୁ ପଚାର
To Manaku Pachar Your Astrology Guru Lyrics In Odia Font
Thank You