Table of Contents
Your Astrology Guru Lyrics
ଆଲୋ ସୁନା ମଇନା
To Rupa Dekhi Your Astrology Guru Lyrics In Odia Language
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ତୁ ଚାଲିଯାଉ ଯଉବାଟେ ସେ ବାଟ ସୁନା
ଆଲୋ ସୁନା ମଇନା
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ତୁ ଚାଲିଯାଉ ଯଉବାଟେ ସେ ବାଟ ସୁନା
ଆଲୋ ସୁନାମଇନା
ହଜାରେ ସୁନ୍ଦରୀ ଭେଟି ମୁଁ ଆସିଲି
ତୋ ପାଖେ ଗୋରି ଅଟକି ମୁଁ ଗଲି
ମତେ ଭଲ ଲାଗୁନାହିଁ କିଛି ଆଉ ତୋ ବିନା
ଆଲୋ ସୁନା ମଇନା
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ଆଲୋ କୋଉ ରାଇଜରୁ କହ ଆସିଚୁ ଗୋରି
ରମ୍ଭା ମେନକା ଉର୍ବଶୀ ନୁହେଁ ଲୋ ସରି
ଆରେ ଝିଅ ନୁହେଁ ତୁ ଗୋଟେ ପୁନେଇ ରାତି
ଦେହ ସାରା ଖେଳେ ତୋର କଅଁଳ ତାତି
ତାତି ପାଇଁ ଲୋଡ଼ା କୁଆଁରା ସାଥିଟେ
ସାଥି ପାଇ ଗଲେ ଚାନ୍ଦିନୀ ରାତିଟେ
କହ କିଣା ହବ କେବେ ତୋର ହଳଦୀ ଗିନା
ଆଲୋ ସୁନା ମଇନା
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ଯୋଉବନ ଯଉ ଘରେ ସାତଟି ରଙ୍ଗ
ରଙ୍ଗ ଦେଖି ଦରିଆରେ ଉଠେ ତରଙ୍ଗ
ଆଲୋ କୁଆଁରି ଦେହରେ ତୋର ଏତେ କୁହୁକ
ପବନ ବାସୁଚି ନେଇ ତୋ ମହକ
ଏମିତି ମହକ ପ୍ରଥମେ ପାଇଲି
ମନ ଝୁମିଗଲା ପ୍ରେମରେ ପଡିଲି
ତତେ ହାତଠାରି ଡାକୁଚି ଲୋ ମୋ ଅଗଣା
ଆଲୋ ସୁନା ମଇନା
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ତୁ ଚାଲିଯାଉ ଯଉବାଟେ ସେ ବାଟ ସୁନା
ଆଲୋ ସୁନା ମଇନା
ହଜାରେ ସୁନ୍ଦରୀ ଭେଟି ମୁଁ ଆସିଲି
ତୋ ପାଖେ ଗୋରି ଅଟକି ମୁଁ ଗଲି
ମତେ ଭଲ ଲାଗୁନାହିଁ କିଛି ଆଉ ତୋ ବିନା
ଆଲୋ ସୁନା ମଇନା
ତୋ ରୂପ ଦେଖି ଭାଙ୍ଗି ଯିବ ଶହେ ଆଇନା
ଆଲୋ ସୁନା ମଇନା
ତୁ ଚାଲିଯାଉ ଯଉବାଟେ ସେ ବାଟ ସୁନା
ଆଲୋ ସୁନା ମଇନା
ଆଲୋ ସୁନା ମଇନା
ହୋ ଆଲୋ ସୁନା ମଇନା
ମଇନା ମଇନା ମଇନା ମଇନା ସୁନା ମଇନା
To Rupa Dekhi Bhangi Jiba Your Astrology Guru Lyrics In Odia Font
Thank You