Your Astrology Guru Lyrics
ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
tu aare feri aare Your Astrology Guru Lyrics in odia language
ତୁ ଆରେ…ଫେରି ଆରେ…
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ତୁ ଆରେ ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ଅବୁଝା ପୁଅ ମୋ ଅବୁଝା ପୁଅ
ସରୁନି ସରୁନି ଆଖିରୁ ଲୁହରେ
ଉଛୁଳି ପଡୁଚି ମାଆର କୋହ
ସରୁନି ସରୁନି ଆଖିରୁ ଲୁହରେ
ଉଛୁଳି ପଡୁଚି ମାଆର କୋହ
ତୁ ଆରେ ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ଅବୁଝା ପୁଅ ମୋ ଅବୁଝା ପୁଅ
କେତେ ବେଳେ କହେ
ମୋ ପୁଅ ଯାଇଚି ଗାଈ ଚରେଇ
ଆଉ କେବେ କହେ
ମୋ ଧନକୁ କିଏ ନେଲା ଚୋରେଇ
କେତେ ବେଳେ କହେ
ମୋ ପୁଅ ଯାଇଚି ଗାଈ ଚରେଇ
ଆଉ କେବେ କହେ
ମୋ ଧନକୁ କିଏ ନେଲା ଚୋରେଇ
ବାଟୋଇ ଦେଖିଲେ କହୁଚି ରୁହରେ
ମୋ ପୁଅ ଠିକଣା ଦେଇକି ଯାଅ
ବାଟୋଇ ଦେଖିଲେ କହୁଚି ରୁହରେ
ମୋ ପୁଅ ଠିକଣା ଦେଇକି ଯାଅ
ତୁ ଆରେ ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ଅବୁଝା ପୁଅ ମୋ ଅବୁଝା ପୁଅ
କେତେ ବେଳେ ନାଚେ
ପାଗଳିନୀ ହେଇ ଖୋସି ଚନ୍ଦ୍ରିକା
କେବେ କାନ୍ଦି କହେ
ମଥୁରାକୁ କହି ଗଲା ଦ୍ୱାରିକା
କେତେ ବେଳେ ନାଚେ
ପାଗଳିନୀ ହେଇ ଖୋସି ଚନ୍ଦ୍ରିକା
କେବେ କାନ୍ଦି କହେ
ମଥୁରାକୁ କହି ଗଲା ଦ୍ୱାରିକା
କେବେ ତ କହୁଚି ଆଜିକ ରୁହରେ
କାଲିକି ଆସିବ ମୋ ସୁନା ପୁଅ
କେବେ ତ କହୁଚି ଆଜିକ ରୁହରେ
କାଲିକି ଆସିବ ମୋ ସୁନା ପୁଅ
ତୁ ଆରେ ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ଅବୁଝା ପୁଅ ମୋ ଅବୁଝା ପୁଅ
ସରୁନି ସରୁନି ଆଖିରୁ ଲୁହରେ
ଉଛୁଳି ପଡୁଚି ମାଆର କୋହ
ସରୁନି ସରୁନି ଆଖିରୁ ଲୁହରେ
ଉଛୁଳି ପଡୁଚି ମାଆର କୋହ
ତୁ ଆରେ ତୁ ଆରେ ଫେରି ଆରେ
ମୋ ଅବୁଝା ପୁଅ ମୋ ଅବୁଝା ପୁଅ
ଅବୁଝା ପୁଅ ମୋ ଅବୁଝା ପୁଅ
tu aare feri aare Your Astrology Guru Lyrics in odia language
Thank You