Table of Contents
Your Astrology Guru Lyrics
ଧନ ମୋ ପାଖକୁ
Tu feriare dhana mo pakhaku Your Astrology Guru Lyrics in odia language
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଦିନ ବିତିଗଲା ସଞ୍ଜ ବୁଡିଗଲା
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଯେତେ ଶୋଇଲେବି
ତୋ ବିନା ନିଦ ଆସୁନି ଆଖିକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ମୋ ପାଇଁ ପ୍ରେମ ତୋର ଥିଲା ଆଖି ଲୁହ
ସେଇ ଲୁହକୁ ଜାଳି ଦେଇଥିଲା
ଅଵିଵେକୀ ସନ୍ଦେହ
ପ୍ରେମ ତୋର ଥିଲା ଧନ
ମୋ ପାଇଁ ସବୁଠୁ ଦାମୀ
ସନ୍ଦେହ ତତେ ମୁ କରିବାଟା ଥିଲା
ମୋ ପାଇଁ ବୋକାମୀ
ଆଉ ରାଗେନି ମୋର ଧନରେ
ଆସି ରହିଯା ତୁ ମୋ ମନରେ
ଆଉ ରାଗେନି ମୋର ଧନରେ
ଆସି ରହିଯା ତୁ ମୋ ମନରେ
ଯେତେ ଚାହିଁଲେବି
ତୋ ବିନା ଦେଖି ପାରୁନି ଜହ୍ନକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ଭୁଲ ଥିଲା ସବୁ ମୋର କରିଦେ ତୁ କ୍ଷମା
କଥା ମୁ ଦଉଚି ଆଉ କେବେ ଭୁଲ
କରିବି ନାହିଁ ଲୋ ଜମା
ଦେଖ ଧନ କାନ ଧରି ଉଠବସ ମୁ ହଉଚି
ଯାହା ତୁ କହିବୁ ତାହା ମୁ କରିବି
ତୋ ପାଇଁ ସବୁ କିଛି
ତୁ ଫେରିବୁ ବୋଲି ମୁ ଭାବୁଛି
ତୁ ଫେରିବୁ ବୋଲି ବି ଜାଣିଛି
ତୁ ଫେରିବୁ ବୋଲି ମୁ ଭାବୁଛି
ତୁ ଫେରିବୁ ବୋଲି ବି ଜାଣିଛି
ତୁ ଫେରିଲା ପରେ
ଦୁରେଇ ଦେବି ମୋ ଜୀବନେ ଦୁଃଖକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
ତୁ ଫେରିଆରେ ଫେରିଆରେ
ଧନ ମୋ ପାଖକୁ
Tu feriare feriare dhana mo pakhaku Your Astrology Guru Lyrics in odia language
Thank You