ଆହା ହା ହା ହା ହା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହି ପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ଯେତେ ବୁଝାଇଲେ ଯାହା ବି କରିଲେ
ମୋ ମନ କାହିଁକି ମାନେନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ହେ ହେ ହେ ହେ ହେ ହେ
ଆହା ହା ହା ହା ହା
ମୋ ହାତରେ ହାତ ଦେଇ ଚାଲି ଯାଉଥିଲ ତୁମେ
ମୋ ଛାତିରେ ମଥା ରଖି ଶୋଇ ଯାଉଥିଲ ତୁମେ
ମୋ ହାତରେ ହାତ ଦେଇ ଚାଲି ଯାଉଥିଲ ତୁମେ
ମୋ ଛାତିରେ ମଥା ରଖି ଶୋଇ ଯାଉଥିଲ ତୁମେ
ମୋ ସାଥିରେ ମିଶିବାକୁ ଭଲ ପାଉଥିଲ ତୁମେ
ଆଜି ପୁଣି ମତେ କାହିଁ ଛାଡି ଚାଲିଗଲ ତୁମେ
ଏ ପାହାଡ ଜାଣେ ଏ ଆକାଶ ଜାଣେ
ଆଉ ଜାଣେ ଏଇ ଝରଣା
ମୁଁ ତୁମ ବିନା ବଞ୍ଚି ପାରେନା
ମୁଁ ତୁମ ବିନା ବଞ୍ଚି ପାରେନା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମୋତେ ଭଲ ପାଅନା
ହେ ହେ ହେ ହେ ହେ ହେ
ଆହା ହା ହା ହା ହା
ଆଜି ଏଠି ତୁମେ ନାହଁ ଅଛି ଖାଲି ତୁମ ସ୍ମୃତି
ଦିନ କାଟିବା ଯେ କଷ୍ଟ କେମିତି କଟିବ ରାତି
ଆଜି ଏଠି ତୁମେ ନାହଁ ଅଛି ଖାଲି ତୁମ ସ୍ମୃତି
ଦିନ କାଟିବା ଯେ କଷ୍ଟ କେମିତି କଟିବ ରାତି
ଅନ୍ୟର ବୋହୁ ସାଜିବା ଯଦି ଥିଲା ତୁମ ଇଛା
ହାତ ମୋର ଧରି ତୁମେ କାହିଁ କରିଥିଲ ସାଥି
କହି ପାରିବ କି ଭଲ ପାଇବାର
କାହିଁକି କରିଲ ଛଳନା
କାହିଁକି କଲ ଏ ପ୍ରତାରଣା
କାହିଁକି କଲ ଏ ପ୍ରତାରଣା
ତୁମ ଓଠରେ ଥିଲା ଦିନେ ମୋର ନାଆଁ
ଆଜି କହୁଚ ତୁମେ ମତେ ଜାଣନା
କହିପାରିବ ତୁମେ ମୋ ମଥା ଛୁଇଁ
କି ତୁମେ ମତେ ଭଲ ପାଅନା
ଯେତେ ବୁଝାଇଲେ ଯାହା ବି କରିଲେ
ମୋ ମନ କାହିଁକି ମାନେନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ଯେ ତୁମେ ମତେ ଭଲ ପାଅନା
ହେ ହେ ହେ ହେ ହେ ହେ
ହେ ହେ ହେ ହେ ହେ ହେ
tuma othare thila dine mora naa Your Astrology Guru Lyrics in odia language
Thank You