Table of Contents
Your Astrology Guru Lyrics
ଆହେ ବାବାମଣି
Bisaku Piusa Kara Patharaku Pani Your Astrology Guru Lyrics In Odia Language
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଚନ୍ଦନ ଉଆସ କର
ଚନ୍ଦନ ଉଆସ କର କୁଡ଼ିଆକୁ ପୁଣି
ଆହେ ବାବାମଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଆହେ ବାବାମଣି
ଅନ୍ଧକୁ ଦିଅ ନୟନ
ପଙ୍ଗୁକୁ ଦିଅ ଚରଣ
ନିଃସନ୍ତାନ କୋଳେ ପୁଅ
ରୋଗୀକୁ ନୂଆ ଜୀବନ
ଅନ୍ଧକୁ ଦିଅ ନୟନ
ପଙ୍ଗୁକୁ ଦିଅ ଚରଣ
ନିଃସନ୍ତାନ କୋଳେ ପୁଅ
ରୋଗୀକୁ ନୂଆ ଜୀବନ
ଦୁଃଖୀର ଭରଷା ପ୍ରଭୁ
ଦୁଃଖୀର ଭରଷା ପ୍ରଭୁ ତୁମ କୁଣ୍ଡ ପାଣି
ଆହେ ବାବାମଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଆହେ ବାବାମଣି
ଆଶୁତୋଷ ତୁମ ନାମ
ଅଳପ ଡାକିଲେ ଶୁଣ
ଅଧିଆ ପଡିଲେ କେହି
ମନ କଥା ତାର ଜାଣ
ଆଶୁତୋଷ ତୁମ ନାମ
ଅଳପ ଡାକିଲେ ଶୁଣ
ଅଧିଆ ପଡିଲେ କେହି
ମନ କଥା ତାର ଜାଣ
ସପନେ ଆଦେଶ ତାକୁ
ସପନେ ଆଦେଶ ତାକୁ ଦିଅ ବେଳ ଜାଣି
ଆହେ ବାବାମଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଚନ୍ଦନ ଉଆସ କର
ଚନ୍ଦନ ଉଆସ କର କୁଡ଼ିଆକୁ ପୁଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
Bisaku Piusa Kara Patharaku Pani Your Astrology Guru Lyrics In Odia Font
Thank You