Loading...

299 Big Street, Govindpur, India

Open daily 10:00 AM to 10:00 PM

Bisaku Piusa Kara Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି

Bisaku Piusa Kara Patharaku Pani Your Astrology Guru Lyrics In Odia Language

ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଚନ୍ଦନ ଉଆସ କର
ଚନ୍ଦନ ଉଆସ କର କୁଡ଼ିଆକୁ ପୁଣି
ଆହେ ବାବାମଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଆହେ ବାବାମଣି



ଅନ୍ଧକୁ ଦିଅ ନୟନ
ପଙ୍ଗୁକୁ ଦିଅ ଚରଣ
ନିଃସନ୍ତାନ କୋଳେ ପୁଅ
ରୋଗୀକୁ ନୂଆ ଜୀବନ
ଅନ୍ଧକୁ ଦିଅ ନୟନ
ପଙ୍ଗୁକୁ ଦିଅ ଚରଣ
ନିଃସନ୍ତାନ କୋଳେ ପୁଅ
ରୋଗୀକୁ ନୂଆ ଜୀବନ
ଦୁଃଖୀର ଭରଷା ପ୍ରଭୁ
ଦୁଃଖୀର ଭରଷା ପ୍ରଭୁ ତୁମ କୁଣ୍ଡ ପାଣି
ଆହେ ବାବାମଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଆହେ ବାବାମଣି



ଆଶୁତୋଷ ତୁମ ନାମ
ଅଳପ ଡାକିଲେ ଶୁଣ
ଅଧିଆ ପଡିଲେ କେହି
ମନ କଥା ତାର ଜାଣ
ଆଶୁତୋଷ ତୁମ ନାମ
ଅଳପ ଡାକିଲେ ଶୁଣ
ଅଧିଆ ପଡିଲେ କେହି
ମନ କଥା ତାର ଜାଣ
ସପନେ ଆଦେଶ ତାକୁ
ସପନେ ଆଦେଶ ତାକୁ ଦିଅ ବେଳ ଜାଣି
ଆହେ ବାବାମଣି
ଆହେ ବାବାମଣି

ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ବିଷକୁ ପିୟୁଷ କର ପଥରକୁ ପାଣି
ଆହେ ବାବାମଣି
ଚନ୍ଦନ ଉଆସ କର
ଚନ୍ଦନ ଉଆସ କର କୁଡ଼ିଆକୁ ପୁଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି
ଆହେ ବାବାମଣି


Bisaku Piusa Kara Patharaku Pani Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00