Loading...

299 Big Street, Govindpur, India

Open daily 10:00 AM to 10:00 PM

Lo Radhika Biraha To Your Astrology Guru Lyrics In Odia Font

Sourav Nayak

Your Astrology Guru Lyrics

ଲୋ ରାଧିକା…
ବିରହ ତୋ କପାଳରେ ଲେଖା

Lo Radhika Biraha To Kapalare Lekha Your Astrology Guru Lyrics In Odia Language

ଲୋ…ରାଧିକା…ରାଧିକା…
ବିରହ ତୋ କପାଳରେ ଲେଖା
ବିରହ ତୋ କପାଳରେ ଲେଖା
ଲୋ ରାଧିକା…
ବିରହ ତୋ କପାଳରେ ଲେଖା
ଲୋ ରାଧିକା…
ବିରହ ତୋ କପାଳରେ ଲେଖା
ବୁଝିଲୁନି ଶ୍ୟାମ ପ୍ରେମ
ବୁଝିଲୁନି ଶ୍ୟାମ ପ୍ରେମ
ଗୌର ଚନ୍ଦ୍ରିକା ଲୋ ରାଧିକା…
ବିରହ ତୋ କପାଳରେ ଲେଖା
ଲୋ ରାଧିକା…
ବିରହ ତୋ କପାଳରେ ଲେଖା


ଆଖିରେ ନାଇଲୁ ରାଧା
କଳଙ୍କ କଜଳ ଗାର
ନିନ୍ଦାର କୁକୁମ ବିନ୍ଦୁ
ନାଇଲୁ ମଥାରେ ତୋର
ଓ…ଆଖିରେ ନାଇଲୁ ରାଧା
କଳଙ୍କ କଜଳ ଗାର
ନିନ୍ଦାର କୁକୁମ ବିନ୍ଦୁ
ନାଇଲୁ ମଥାରେ ତୋର
ଶାଶୁ ନଣନ୍ଦ ଗଞ୍ଜଣା
ପିନ୍ଧିଲୁ କରି ଗହଣା
ଶାଶୁ ନଣନ୍ଦ ଗଞ୍ଜଣା
ପିନ୍ଧିଲୁ କରି ଗହଣା
ମନା କରୁଥିଲେ ତତେ
ମନା କରୁଥିଲେ ତତେ
ଲଳିତା ବିଶାଖା ଲୋ ରାଧିକା…
ବିରହ ତୋ କପାଳରେ ଲେଖା
ଲୋ ରାଧିକା…
ବିରହ ତୋ କପାଳରେ ଲେଖା


ସେ ହଟ ନାଗର ଶ୍ୟାମ
ଦ୍ୱାଦଶ କୁଞ୍ଜ ବିହାରୀ
ବିରହ ଭୋଗିବା ସାର
ଶ୍ୟାମକୁ ଭରସା କରି
ଓ…ସେ ହଟ ନାଗର ଶ୍ୟାମ
ଦ୍ୱାଦଶ କୁଞ୍ଜ ବିହାରୀ
ବିରହ ଭୋଗିବା ସାର
ଶ୍ୟାମକୁ ଭରସା କରି
ଚାରୁ ଚନ୍ଦ୍ରାବଳି କୁଞ୍ଜେ
ରାସ ରଙ୍ଗେ ବଂଶୀ ବାଜେ
ଚାରୁ ଚନ୍ଦ୍ରାବଳି କୁଞ୍ଜେ
ରାସ ରଙ୍ଗେ ବଂଶୀ ବାଜେ
ବଡ ବେଦରଦୀ ତୋର
ବଡ ବେଦରଦୀ ତୋର
ସେ ମୁରଲୀ ଫୁଙ୍କା ଲୋ ରାଧିକା…
ବିରହ ତୋ କପାଳରେ ଲେଖା

ଲୋ ରାଧିକା…
ବିରହ ତୋ କପାଳରେ ଲେଖା
ବୁଝିଲୁନି ଶ୍ୟାମ ପ୍ରେମ
ବୁଝିଲୁନି ଶ୍ୟାମ ପ୍ରେମ
ଗୌର ଚନ୍ଦ୍ରିକା ଲୋ ରାଧିକା…
ବିରହ ତୋ କପାଳରେ ଲେଖା

Lo Radhika Biraha To Kapalare Lekha Your Astrology Guru Lyrics In Odia Font


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00