Loading...

299 Big Street, Govindpur, India

Open daily 10:00 AM to 10:00 PM

Asiba Dine Jiba Ta Dine Your Astrology Guru Lyrics In Odia Font

Sourav Nayak

Asiba Dine Jiba Ta Dine Your Astrology Guru Lyrics In Odia Language

ଯିବା ତ ଦିନେ
ଆସିବା ଦିନେ ଯିବା ତ ଦିନେ
ମଝିରେ ଅଧା ଦିନ ରେ ମନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ
ଏଯେ ସବୁ ଲୋଭ ମାୟା ମୋହ ଗର୍ବ
ଭଜ କଳାଚାନ୍ଦ କଳାବଦନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ


ଖାଲି ହାତେ ଆସିଚୁ ମନ
ଖାଲି ହାତେ ଯିବୁରେ
ଭାବିଚୁ କି ଦୁନିଆଟାକୁ
ମୁଣ୍ଡେଇକି ନବୁରେ
ଓ…ଖାଲି ହାତେ ଆସିଚୁ ମନ
ଖାଲି ହାତେ ଯିବୁରେ
ଭାବିଚୁ କି ଦୁନିଆଟାକୁ
ମୁଣ୍ଡେଇକି ନବୁରେ
କିଛି ଧର୍ମ ଧନ କର ଅରଜନ
ହବ ଗଣ୍ଠି ଧନ ଗଲେ ଜୀବନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ


ଦୁନିଆରୁ ଛୁଟିଲେ ଘଟ
ସବୁ ହେବ ତୁଛରେ
ଜଗନ୍ନାଥ କେବଳ ସତ
ଆଉ ସବୁ ମିଛରେ
ହୋ…ଦୁନିଆରୁ ଛୁଟିଲେ ଘଟ
ସବୁ ହେବ ତୁଛରେ
ଜଗନ୍ନାଥ କେବଳ ସତ
ଆଉ ସବୁ ମିଛରେ
ବେଳ ଯାଏ ସରି ଭଜ ହରି ହରି
କର ଦରଶନ ଚକାନୟନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ


ଆସିବା ଦିନେ ଯିବା ତ ଦିନେ
ଆସିବା ଦିନେ ଯିବା ତ ଦିନେ
ମଝିରେ ଅଧା ଦିନ ରେ ମନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ
ଏଯେ ସବୁ ଲୋଭ ମାୟା ମୋହ ଗର୍ବ
ଭଜ କଳାଚାନ୍ଦ କଳାବଦନ
ଏ ଜୀବନ ଅଢେଇ ଦିନ
ରେ ମନ ଏ ଜୀବନ ଅଢେଇ ଦିନ
ଏ…..ଜୀବନ ଅଢେଇ…ଦିନ
ଅଢେଇ ଦିନ ରେ ମନ ଅଢେଇ ଦିନ

Asiba Dine Jiba Ta Dine Your Astrology Guru Lyrics In Odia Font


Thank You


Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00