Table of Contents
Your Astrology Guru Lyrics
ତତେ ଅଠର ନଳାରୁ ଦଣ୍ଡବତ
Tate Bata Mangalaru Dandabata Your Astrology Guru Lyrics In Odia Language
ତତେ ଅଠର ନଳାରୁ ଦଣ୍ଡବତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତତେ ସିଂହ ଦୁଆରରୁ ଦଣ୍ଡବତ
ତତେ ଗରୁଡ ପଛରୁ ଦଣ୍ଡବତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତୋର ଅଧା ପାଦେ ଆହା
ମୋର ବନ୍ଧା ପ୍ରାଣ ନାଆ
ତୋର ଅଧା ପାଦେ ଆହା
ମୋର ବନ୍ଧା ପ୍ରାଣ ନାଆ
ଆସୁ ଯେତେ ଝଡ ବାଆ
ଜାଣେ ତୁହି ମୋର ସାହା
ମୁଁ ଟଳମଳ ତୁ ମୋର ବଳ
ଏଇ ଭବ ଜଳ ତୁ ମୋର କୁଳ
ମୋର ବେଳ ଆସି ହେଲା ରତରତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ମୋ ଜୀବନ ସଞ୍ଜ ଦୀପ
ଶ୍ରୀମନ୍ଦିରେ ସମର୍ପିତ
ମୋ ଜୀବନ ସଞ୍ଜ ଦୀପ
ଶ୍ରୀମନ୍ଦିରେ ସମର୍ପିତ
ଚାହେଁ ତୋର କଳା ମୁଖ
ସତେ ହେବ ନିର୍ବପିତ
ମୁଁ କ୍ଷୁଦ୍ର ଅତି ତୁ ମହା ଜ୍ୟୋତି
ମୁଁ ଦେଲେ ପୋଛି ମୋ ଭୟ ହିତି
ଆଜି ପୁରିଗଲା ମୋ ମନ ରତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ତତେ ବାଟ ମଙ୍ଗଳାରୁ ଦଣ୍ଡବତ
ତତେ ଅଠର ନଳାରୁ ଦଣ୍ଡବତ
ତତେ ସିଂହ ଦୁଆରରୁ ଦଣ୍ଡବତ
ତତେ ଗରୁଡ ପଛରୁ ଦଣ୍ଡବତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
ଜଗନ୍ନାଥ ଜଗତ ନାଥ
ଟେକିଦେ ରେ ତୋ ଅଧା ହାତ
Tate Bata Mangalaru Dandabata Your Astrology Guru Lyrics In Odia Font
Thank You