Loading...

299 Big Street, Govindpur, India

Open daily 10:00 AM to 10:00 PM

Swara Sangitara Debi Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ

Swara Sangitara Debi Your Astrology Guru Lyrics In Odia Language

ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ମନ ପୁଷ୍ପାଞ୍ଜଳି ଭକତିରେ ଢାଳି
ମନ ପୁଷ୍ପାଞ୍ଜଳି ଭକତିରେ ଢାଳି
କରେ ତୋ ପାଦେ ପ୍ରଣତି ମା
ପାଦେ ପ୍ରଣତି
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ମା ସରସ୍ବତୀ



ହଂସ ବାହିନୀ ମା ତୁହି
ତୋ ହାତରେ ବୀଣା
ଶ୍ୱେତ ବସ୍ତ୍ର ପରିଧାନ ଶ୍ୱେତ ପଦ୍ମାସନା
ଗଜ ମୋତି ମୁକ୍ତା ହାର
ଶୋଭା ତୋ ଗଳାରେ
ଶୋଭାରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣରେ
ଶାରଦା ବରଦା ସଦା ବନ୍ଦନିଆ
ଶାରଦା ବରଦା ସଦା ବନ୍ଦନିଆ
କରି ତୋ ପୂଜା ଆଳତି ମା
ପୂଜା ଆଳତି
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ମା ସରସ୍ବତୀ



ଯୋଗ ମାୟା ଆଦିଶକ୍ତି କଣ୍ଠରୁ ଶମ୍ଭୁତା
ମୋ କଣ୍ଠରେ ହେଇଥା ମା ସଦା ବିରଜିତା
ତୋ ଦୟାରେ କଥା କହେ ଗୀତ ଗାଏ ମୁକ
ପଣ୍ଡିତରେ ପରିଣତ ହୁଏ ମହାମୂର୍ଖ
ଥାଉ ତୋର ଦୟା ଥାଉ ତୋର କୃପା
ଥାଉ ତୋର ଦୟା ଥାଉ ତୋର କୃପା
ଗାଇବି ତୋ ନାମ ନିତି ମା
ତୋ ନାମ ନିତି

ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ମନ ପୁଷ୍ପାଞ୍ଜଳି ଭକତିରେ ଢାଳି
ମନ ପୁଷ୍ପାଞ୍ଜଳି ଭକତିରେ ଢାଳି
କରେ ତୋ ପାଦେ ପ୍ରଣତି ମା
ପାଦେ ପ୍ରଣତି
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ସ୍ୱର ସଙ୍ଗୀତର ଦେବି ମା ସରସ୍ବତୀ
ମା ସରସ୍ବତୀ ମା ସରସ୍ବତୀ


Swara Sangitara Debi Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00