Loading...

299 Big Street, Govindpur, India

Open daily 10:00 AM to 10:00 PM

Se Ta Baunu Bhandara Rani Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ସେ ତ ଵାଉନୁ ଭଣ୍ଡାର ରାଣୀ

Se Ta Baunu Bhandara Rani Your Astrology Guru Lyrics In Odia Language

ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ଜଦି ଚାହିଁବ ରାଣୀ କରି ଦବ
ସେ ଜଦି ଚାହିଁବ ରାଣୀ କରି ଦବ
ନ ଚାହିଁଲେ ଭିକାରୁଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ



ସାଗର ଦୁଲଣି ଶ୍ରୀହରି ପ୍ରିୟା
ସକଳ ଜନଙ୍କୁ କରେ ସୁଦୟା
ଦେବତା ଦାନବ ନର କି ନଅଁର
କିଏ ସେ ନଯାଏ ଲକ୍ଷ୍ମୀ ଦୁଆର
ସେ ଜଦି ଚାହିଁବ ଅମୃତ ଝରିବ
ସେ ଜଦି ଚାହିଁବ ଅମୃତ ଝରିବ
ପଥର ହୋଇବ ପାଣି
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ



ପଦ୍ମରେ ଶୋଭିତା ପଦ୍ମ ନୟନା
ଦେଖିପାରେ ନାହିଁ ଦୁଃଖ ଯାତନା
ଯାହାକୁ ମାନନ୍ତି ଜଗତ ପତି
ଯାହା ପାଇଁ ନାହିଁ ଜାତି ଅଜାତି
ରାଜାଠୁ ଭିକାରି ଯୋଗୀଠୁ ସଂସାରୀ
ରାଜାଠୁ ଭିକାରି ଯୋଗୀଠୁ ସଂସାରୀ
କିଏ ନୁହଁ ତାର ଋଣୀ

ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ଜଦି ଚାହିଁବ ରାଣୀ କରି ଦବ
ସେ ଜଦି ଚାହିଁବ ରାଣୀ କରି ଦବ
ନ ଚାହିଁଲେ ଭିକାରୁଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ
ସେ ତ ଵାଉନୁ ଭଣ୍ଡାର ରାଣୀ


Se Ta Baunu Bhandara Rani Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00