Table of Contents
Your Astrology Guru Lyrics
ଦିନେନା ଦିନେ ଆସେ ଫେରି
Ghara Chhadi Jie Your Astrology Guru Lyrics In Odia Language
ଦିନେନା ଦିନେ ଆସେ ଫେରି
ଘର ଛାଡି ଯିଏ ହୁଏ ପରଦେଶୀ
ଦିନେନା ଦିନେ ଆସେ ଫେରି
ନଅ ଦିନ ପରେ ତୁ ବି ଫେରୁଚୁ
ନଅ ଦିନ ପରେ ତୁ ବି ଫେରୁଚୁ
ଲୀଳା ଖେଳା ତୋର ସାରି
କାଳିଆ…..
ନନ୍ଦିଘୋଷ ତୋର ଧରୀ
ବଡଦାଣ୍ଡ ଭିଡ କରି
ବରଷକେ ଥରେ ତୁ ଘର ଛାଡି
ଆସୁ ନଅ ଦିନ ପାଇଁ
ବରଷକେ ଥରେ ତୁ ଘର ଛାଡି
ଆସୁ ନଅ ଦିନ ପାଇଁ
ମଣିଷ ଆସଇ ମର୍ତ୍ୟ ମଣ୍ଡଳକୁ
କେତେ ଦିନ ଜଣା ନାହିଁ
ସେଇ ମଣିଷର ଉଦ୍ଧାର ପାଇଁକି
ସେଇ ମଣିଷର ଉଦ୍ଧାର ପାଇଁକି
ନନ୍ଦିଘୋଷ ଯାଏ ଗଡି
କାଳିଆ…..
ଭାଇ ଭଉଣୀଙ୍କୁ ଧରୀ
ବଡଦାଣ୍ଡ ଭିଡ କରି
ଓ ଭକତେ…ରଥ ଦକ୍ଷିଣ ମୋଡ ହେଲା
ରଥ ହରିବୋଲ ପକେଇଲା
ଆରେ ରଥ ପଥ ଆଜି ସବୁ ତ ସମାନ
କାଳିଆ ଏକାଠି କଲାରେ ଓ ଭକତେ
ମାଉସୀ ଘରକୁ ଯିବା ବାହାନାରେ
ଭକତଙ୍କୁ ଦେଲୁ ଧରା
ମାଉସୀ ଘରକୁ ଯିବା ବାହାନାରେ
ଭକତଙ୍କୁ ଦେଲୁ ଧରା
ଯେମିତି ଗୋପରେ ଗୋପୀଙ୍କ ସାଥିରେ
କରୁଥିଲୁ ଲୀଳା ଖେଳା
ଭାବ ବିନୋଦିଆ ଭାବ ଦିଆ ନିଆ
ଭାବ ବିନୋଦିଆ ଭାବ ଦିଆ ନିଆ
ସରିଲା ଆସିଲୁ ଫେରି
କାଳିଆ…..
ରଥ ଯାଏ ଗଡି ଗଡି
ବଡଦାଣ୍ଡ ଭିଡ କରି
ଘର ଛାଡି ଯିଏ ହୁଏ ପରଦେଶୀ
ଦିନେନା ଦିନେ ଆସେ ଫେରି
ନଅ ଦିନ ପରେ ତୁ ବି ଫେରୁଚୁ
ନଅ ଦିନ ପରେ ତୁ ବି ଫେରୁଚୁ
ଲୀଳା ଖେଳା ତୋର ସାରି
କାଳିଆ…..
ନନ୍ଦିଘୋଷ ତୋର ଧରୀ
ବଡଦାଣ୍ଡ ଭିଡ କରି
Ghara Chhadi Jie Your Astrology Guru Lyrics In Odia Font
Thank You