Loading...

299 Big Street, Govindpur, India

Open daily 10:00 AM to 10:00 PM

Gavaru Rajanigandha Deichi Your Astrology Guru Lyrics In Odia Font

Namita Agarwal

Your Astrology Guru Lyrics

ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି

Gavaru Rajanigandha Deichi Your Astrology Guru Lyrics In Odia Language

ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ଦେଲି ପାଦରୁ ପାଉଁଜି ଖୋଲି
ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି
ଦେଲି ପାଦରୁ ପାଉଁଜି ଖୋଲି
ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି
ସୁନା ରୁପା ମୁଁ ଗଲିଣି ଭୁଲି ଲୋ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି



ଜଗାକୁ ସୁନ୍ଦର ତୁଳସୀ ମାଳ
ତୁଳସୀ ତୁଳସୀ ସଜ ତୁଳସୀ
ଜଗାକୁ ସୁନ୍ଦର ତୁଳସୀ ମାଳ
ତୁଳସୀ ତୁଳସୀ ସଜ ତୁଳସୀ
ଗଭାକୁ ସୁନ୍ଦର ମାନିବ ମୋର
ଜଗାର ଜଗାର ଝଡା ତୁଳସୀ
ଯା’ର ପତରେ ପୁଣ୍ୟର ଗନ୍ଧ
ଭରେ ପାଦରେ ଭକତି ଛନ୍ଦ
ଯା’ର ପତରେ ପୁଣ୍ୟର ଗନ୍ଧ
ଭରେ ପାଦରେ ଭକତି ଛନ୍ଦ
ମନ ପରାଣ ମୁଁ ବିକି ଦେଲି ଲୋ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି



ଶ୍ରୀଅଙ୍ଗ ପରଶ ପାଇଚି ଯେତେ
ଏଇ ସେ ଏଇ ସେ ଝଡା ତୁଳସୀ
ଶ୍ରୀଅଙ୍ଗ ପରଶ ପାଇଚି ଯେତେ
ଏଇ ସେ ଏଇ ସେ ଝଡା ତୁଳସୀ
ସେଥିରୁ ଟିକିଏ ପାଇବି ବୋଲି
ମନରେ ମନରେ ଅଛି ଭରଷି
ଝଡା ତୁଳସୀ ଗଭାରେ ଥାଉ
ପ୍ରାଣ ଶ୍ରୀଅଙ୍ଗ ପରଶ ପାଉ
ଝଡା ତୁଳସୀ ଗଭାରେ ଥାଉ
ପ୍ରାଣ ଶ୍ରୀଅଙ୍ଗ ପରଶ ପାଉ
ଜଗା ଚରଣେ ଶରଣ ଗଲି ଲୋ
ତୁଳସୀ ନାଇବି ବୋଲି ମୁଁ
ତୁଳସୀ ନାଇବି ବୋଲି

ଗଭାରୁ ରଜନୀଗନ୍ଧା ଦେଇଚି ଖୋଲି ମୁଁ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ଦେଲି ପାଦରୁ ପାଉଁଜି ଖୋଲି
ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି
ଦେଲି ପାଦରୁ ପାଉଁଜି ଖୋଲି
ପେନ୍ଥି ଘୁଙ୍ଗୁର ବାନ୍ଧିବି ବୋଲି
ସୁନା ରୁପା ମୁଁ ଗଲିଣି ଭୁଲି ଲୋ
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି
ତୁଳସୀ ନାଇବି ବୋଲି ଲୋ
ତୁଳସୀ ନାଇବି ବୋଲି


Gavaru Rajanigandha Deichi Your Astrology Guru Lyrics In Odia Font


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00