Table of Contents
Your Astrology Guru Lyrics
ଚାଲ ଯିବା ଫୁଲ ଆଣି
Alo Gharamani Chal Jiba Your Astrology Guru Lyrics In Odia Language
ଆଲୋ ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଭୋଦୁଅ ମାସର ସବୁ ରବିବାର ଘରମଣୀ
ପୂଜୁଥିବି ଭାଲୁକୁଣି
ପୂଜୁଥିବି ଭାଲୁକୁଣି
ପୂଜୁଥିବି ଭାଲୁକୁଣି
ଆଲୋ ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
କୁଆଁରୀଙ୍କ ଠାକୁରାଣୀ ସେ ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
କୁଆଁରୀଙ୍କ ଠାକୁରାଣୀ ସେ ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ନିଳେନ୍ଦ୍ରି ନାମେ ସାନ ବୋହୂ
ତଅପୋଇର ପ୍ରିୟ ସେହୁ
ଛଅ ବୋହୁ ଯେ ଏକ ହେଲେ
ଅଲିଅଳିକୁ ଦୁଃଖ ଦେଲେ
ଖୁଦ ଆଞ୍ଜୁଳାକୁ ଲୁହ ଆଞ୍ଜୁଳା ଲୋ ଘରମଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ପୂଜି ଥିଲା ଖୁଦରଙ୍କୁଣୀ
ଘରମଣୀ ଘରମଣୀ
ଚାଲ ଯିବା ଫୁଲ ଆଣି
ଚାଲ ଯିବା ଫୁଲ ଆଣି
ଦୁଃଖିନୀର ଦୁଃଖ ବୁଝନ୍ତି ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ଦୁଃଖିନୀର ଦୁଃଖ ବୁଝନ୍ତି ଖୁଦୁରୁକୁଣୀ
ଭାଦ୍ରବରେ ମନେ ପଡେ ଲୋ
ସେଇ କାହାଣୀ
ସାଧବେ ଗ୍ରାମେ ଫେରୁଥିଲେ
ବଣରେ କାନ୍ଦଣା ଶୁଣିଲେ
ଦେଖି ଚିହ୍ନିଲେ ତଅପୋଇ
ଭାଗ୍ୟ ନିନ୍ଦିଲେ ସାତ ଭାଇ
ହେଲା ବୋଲି ସିନା ମଙ୍ଗଳା କୃପା ଲୋ ଘରମଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
ଭେଟ ହେଲେ ଭାଇ ଭଉଣୀ
Alo Gharamani Chal Jiba Fula Ani Your Astrology Guru Lyrics In Odia Font
Thank You